କାଶ୍ମୀରରୁ ଫେରିବା ପରେ କଣ ଧୋନି ବିଜେପିରେ ମିଶିଲେ ?

କାଶ୍ମୀରରୁ ସେନା ରୁ ଟ୍ରେନିଙ୍ଗ୍ ସାରିବା ପରେ ଧୋନି ବର୍ତମାନ ବିଜେପିରେ ମିଶିବେ ବୋଲି ଖବର ଆସିଛି । ତାଙ୍କର ଫ୍ୟାନ୍ ମାନଙ୍କ ପାଈଁ ଏହା ଏକ ବଡ ଖବର । ପ୍ରଥମେ କ୍ରିକେଟ୍ ଛାଡିଲେ ତାପରେ ସେନାର ଟ୍ରେନିଙ୍ଗ ସାରିଲେ ଏବଂ ବର୍ତମାନ ପଲିଟିକ୍ସ୍ ରେ ମିଶିବେ ଧୋନି । ସେ ନେତାଙ୍କ ପୋଷାକରେ ନିଜର ଫୋଟ ପୋଷ୍ଟ କରିଥିଲେ । ଯାହା ବର୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ତେବେ ତାଙ୍କର ଏହି କଥା କେତେ ଦୂର ସତ ସେ ବିଷୟରେ ଜାଣିବା ପାଇଁ ଦେଖନ୍ତୁ ଏହି ସଂପୂର୍ଣ ଭିଡିଓ କୁ ।

Post Your View

Leave a Reply

Your email address will not be published. Required fields are marked *

Back to top button