ଦେଶବାସୀଙ୍କୁ ମୋଦୀଙ୍କ ସମ୍ବୋଧନ
ଦେଶବାସୀଙ୍କୁ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

ଦେଶବାସୀଙ୍କୁ ମୋଦୀଙ୍କ ସମ୍ବୋଧନ
ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତିକି ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ସ୍ଥ୍ିତି ସ୍ୱାଭାବିକ ରହିଛିା ଲକ୍ ଡାଉନ୍ ଓ ସଟ୍ ଡାଉନ୍ ରୁ ଲାଭ ମିଳିଛି । ପୂର୍ବରୁ ଆମେ ସତର୍କ ଥିଲେ ହେଲେ ଅନ୍ଲକ୍ ୧ ରୁ ଆମେ ସାମାନ୍ୟ ଗୁରୁତ୍ୱ ଦେଉନାହେଁ ।ଏବେ ଆମେ ଅନ୍ଲକ୍ ୨ ରେ ପ୍ରବେଶ କରୁଛେ ।ଏବେ ଆମ ପାଇଁ ଗୁରୁତ୍ୱପୂର୍ଣ୍ ସମୟ । ଅନଲକ୍ ୨-ସମୟରେ ଆମେ ଏବେ ସର୍ଦି,ଥଣ୍ଡା ସମୟରେ ମଧ୍ୟ ପ୍ରବେଶ କରିବାକୁ ଯାଉଛେ । ସରକାର ଏବଂ ନାଗରିକ ମାନେ ଏବେ ସତର୍କ ରହିବା ନିହାତି ଜରୁରୀ ।ଗତ ଦିନି ମାସ ମଧ୍ୟରେ ୩କୋଟି ଜନଧନ ଖାତାରେ ସିଧାସଳଖ ଅର୍ଥ ଦିଆଯାଇଛି ।ଣ୍ଟସଂକ୍ରମଣକୁ ଦେଖି ରାଜ୍ୟ ସରକାର ନିଷ୍ପତି ନେବେ ।୧୩୦ କୋଟି ଲୋକଙ୍କ କଥା ତେଣୁ ଅସତର୍କ ହେବା ଉଚିତ୍ ନୁହେଁ । ନଭେମ୍ବର ମାସ ଯାଏଁ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ପ୍ରଦାନ କରାଯିବ, ହିତାଧିକାରୀଙ୍କୁ ୫କିଲୋ ଚାଉଳ ବା ଗହମ ସହିତ ୧କେଜି ଚଣା ଆଗାମୀ ନଭେମ୍ବର ଯାଏଁ ଯୋଗାଇ ଦିଆଯିବ । ଏଥିପାଇଁ ୯୦ ହଜାର କୋଟି ଖର୍ଚ୍ଚ ହେବ । ଏହାର ଶ୍ରେୟ କୃଷକ ଏବଂ କରଦାତାଙ୍କର । କରଦାତାତାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ ।
Post Your View