ପୋଲିସକୁ ଖରାପ କହୁଥିବା ଲୋକମାନେ ଏହି ଭିଡିଓ ନିଶ୍ଚୟ ଦେଖନ୍ତୁ I

ଗୁଜୁରାତରେ ବର୍ତମାନ ବନ୍ୟା ପରିସ୍ତିତି । ତା ସମେତ ମହାରାଷ୍ଟ୍ର,କେରଳ ଆଦି ଜାଗାରେ ମଧ୍ୟ ବନ୍ୟା ଘେରରେ ଲୋକମାନେ ହଇରାଣ ହେଉଛନ୍ତି । ତେବେ ଏଭଳି ପରିପ୍ରେକ୍ଷୀରେ ସରକାର ବହୁତ ସୁଧାର ପଦକ୍ଷେପ ନେଉଛନ୍ତି । ଏନ୍ ଡି ଆର୍ ଏଫ୍ ଟିମ୍ ,ପୋଲିସ୍ କର୍ମଚାରୀ ସମସ୍ତେ ଲୋକମାନଙ୍କ ପାଣି ଭିତରୁୁ ଉଦ୍ଧାର କରିବାରେ ଲାଗିଛନ୍ତି । ତେବେ ଗୁଜୁରାତରେ କିଛି ଛୋଟ ପିଲାମାନେ ସ୍କୁଲ ଯାଇଥିବା ବେଳେ ଲଗାଣ ୫ରୁ ୬ ଘଣ୍ନଟା ବରଷା ହେବା କାରଣରୁ ସେଠାରେ ବନ୍ୟା ପରିସ୍ତିତି ଉପୁଜିଥିଲା । ତେଣୁ ପିଲାମାନଙ୍କୁ ସେଠାରୁ ବାହାର କରିବା ପାଇଁ ପୋଲିସ୍ ଟିମ୍ ଯାଇ ପହଞ୍ଛିଥୁିଲା । କିନ୍ତୁ ତା ଭିତରେ ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା ।

, ପୋଲିସକୁ ଖରାପ କହୁଥିବା ଲୋକମାନେ ଏହି ଭିଡିଓ ନିଶ୍ଚୟ ଦେଖନ୍ତୁ I

ଜଣେ ପୋଲିସ କନେଷ୍ଟବଳ ଯିଏ କି ନିଜ କାନ୍ଧରେ ଦୁଈ ଝିଅ ଙ୍କୁ ବସାଇ ପାଖାପାଖି ୨କିମି ଅନ୍ଟାଏ ବନ୍ୟା ପାଣିରେ ବୁଡି ପିଲାମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଛାଇଥିଲେ । ସେହିଭଳି କେରଳ ରେ ମଧ୍ୟ ଜଣେ ଗର୍ଭବତୀ ମହିଳାଙ୍କୁ ଏନ୍ ଡି ଆର୍ ଏଫ୍ ଟିମ୍ ଦଉଡି ସାହାର୍ଯ୍ୟ ରେ ରକ୍ଷା କରିଥିଲେ । ଆମେ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣେଇବା ଉଚିତ୍ । ତାଙ୍କର ଏହି ଭଳି ଦଃୁସାହସିକ ପଦକ୍ଷେପ ଯୋଗୁଁ ଲୋକମାନେ ବିପଦ ମୁହଁରୁ ରକ୍ଷା ହୋଇପାରୁଛନ୍ତି । ଗୁଜୁରାତର ମୁଖ୍ୟମନ୍ତ୍ରୀ ମଧ୍ୟ ପୋଲିସ୍ କର୍ମଚାରୀଙ୍କର ସାହସିକତାକୁ ପ୍ରଶଂସା କରି ବହୁତ ଧନ୍ୟବାଦ ଜଣାଇଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button