ବିଜୁଜନତା ଦଳ ପ୍ରକାଶ କଲା ପଦାଧିକାରୀଙ୍କ ତାଲିକା..

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ଦଳର ଉପାସଭାପତିମାନଙ୍କୁ ନିଯୁକ୍ତି ଦେଇଛନ୍ତି ..

ବିଜୁଜନତା ଦଳ ପ୍ରକାଶ କଲା ପଦାଧିକାରୀଙ୍କ ତାଲିକା…

ବିଜୁ ଜନତା ଦଳର ସାଙ୍ଗଠନିକ ସ୍ତରରେ ଅଦଳବଦଳ ହେଇଛି ..।। ଏଥର ନୂଆ ଫର୍ମାଟରେ ପ୍ରକାଶ ପାଇଛି ପଦାଧିକାରୀଙ୍କ ତାଲିକା ..।। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ଦଳର ଉପାସଭାପତିମାନଙ୍କୁ ନିଯୁକ୍ତି ଦେଇଛନ୍ତି ..।। ୮ ଜଣଙ୍କୁ ବରିଷ୍ଠ ଉପସଭାପତି ଏବଂ ୯ ଜଣଙ୍କୁ ଉପସଭାପତି ଭାବେ ଦାୟୀତ୍ୱ ମିଳିଛି ..।। ସଂଜୟ ବର୍ମାଙ୍କୁ ମିଳିଛି ଦଳୀୟ ମୁଖ୍ୟାଳୟର ସାଧାରଣ ସମ୍ପାଦକ ପଦ ..।। ବରିଷ୍ଠ ଉପସଭାପତି ଭାବେ ଅନଙ୍ଗ ଉଦୟ ସିଂହ ଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ କୁମାର ପାଟ୍ଟଶାଣୀ , ପ୍ରଫୁଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲ୍ ବିହାରୀ ହିମିରିକା, ଅନନ୍ତ ଦାସ, ଓ ବିମ୍ବାଧର କୂଅଁରଙ୍କୁ ଏହି ପଦବୀ ମିଳିଛି ..।। ଉପସଭାପତି ଭାବେ ମଙ୍ଗଳା କିଷାନ, ସୌମ୍ୟରଂଜନ ପଟ୍ଟନାୟକ, ଦେବୀ ମିଶ୍ର, ବିକ୍ରମ କେଶରୀ ଆରୁଖ୍‌, ଉଷା ଦେବୀ, ପ୍ରମିଳା ମଲ୍ଲିକ, ବଦ୍ରି ପାତ୍ର, ପ୍ରଦୀପ ଅମାତ୍‌, ପଦ୍ମନାଭ ବେହେରା ନେଇ ୯ଜଣଙ୍କୁ ଏହି ଦାୟୀତ୍ୱ ମିଳିଛି ..।।

Post Your View

Leave a Reply

Your email address will not be published. Required fields are marked *

Back to top button
Close