ରାଜଧାନୀବାସୀଙ୍କ ପାଇଁ ଆଶ୍ୱସ୍ଥୀ ।

ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ବର୍ତମାନ ଓଡିଶାରେ ସଂକ୍ରମଣ ସଂଖ୍ୟା୩୪.୯୧୩ରେ ରହିଥିବା ବେଳେ । ଆଜି ଭୁବନେଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା କମ ଏବଂ ସୁସ୍ଥ ସଂଖ୍ୟା ଅଧିକ ହୋଇଛନ୍ତି । ଏହା ରାଜଧାନୀ ବାସିନ୍ଦାଙ୍କ ପାଇଁ ଆଶ୍ୱସ୍ଥିକର ଖବର । ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୧୨୫ । ଏବଂ କଟକରେ ୫୪ ଜଣ ସଂକ୍ରମଣ ବାହାରିଥିବା ବେଳେ ତାଙ୍କ ମଧ୍ୟରୁ ୪୩ଜଣ ପଜେଟିଭ୍ ଚିହ୍ନଟ ହୋଇଥିବାବେଳେ ୩୯ଜଣ ସୁସ୍ଥ ହୋଇଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button
Close