ସରକାରୀ ଚାକିରୀ ନୁହେଁ, ପ୍ରାଇଭେଟରେ ବି ହୋଇପାରେ କ୍ୟାରିୟର |

କ୍ରିୟେଟିଭ୍ ଫିଲ୍ଡରେ ନିଜର କ୍ୟାରିୟର କରିବାକୁ ଚାହୁଁଛନ୍ତି କି ? ଆଜିକାଲିର କମ୍ପିଟିସନ ଦୁନିଆରେ ନିଜକୁ ସମସ୍ତଙ୍କ ଆଗରେ ପ୍ରକାଶ କରିବା ପାଈଁ ଆପଣମାନେ ନିଜର ଏକ ପରିଚୟ ସୃଷ୍ଟି କରନ୍ତି । ବଡ ଗୁରୁଜନ ମାନଙ୍କ ପାଇଁ ପାଠ ପଢି ସରକାରୀ ଚାକିରି ନକଲେ ସମାଜରେ ପରିଚୟ ସୃଷ୍ଟି ହୁଏ ନାହିଁ । କିନ୍ତୁ ଆଜିକାଲିର ୟଙ୍ଗ୍ମାସ୍ ନିଜ କ୍ୟାରିୟରକୁ ନିଜ ଢଙ୍ଗରେ ବଞ୍ଛିବାକୁ ଚାହାନ୍ତି । ନିଜ ହବିକୁ ନିଜର ପ୍ରପ୍ରୋଫେସନ୍ କରିବାକୁ ସମସ୍ତେ ଚାହାନ୍ତି । କିନ୍ତୁ ଏଥିରେ ସେମାନେ ଟଙ୍କା ରୋଜଗାର କରିପାରିବେ କି ନାହିଁ ସେହି ଦ୍ୱନ୍ଦରେ ନିଜର ପସନ୍ଦର କାମକୁ କ୍ୟାରିୟର କରନ୍ତି ନାହିଁ ।

 

Post Your View

Leave a Reply

Your email address will not be published. Required fields are marked *

Back to top button