୧୦୦ ଜଣ ପୂର୍ବତନ ପ୍ରଶାସନ ମୁଖ୍ୟ ତଥା ଆ.ଇ.ଏସ୍ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ରଙ୍କୁ ଲେଖିଲେ ଚିଠି । ପି.ଏମ୍ କ୍ୟାୟର ଫଣ୍ଡକୁ କରାଯାଉ ସାର୍ବଜନୀନ

ପ୍ରଧାନ ମନ୍ତ୍ରୀ କେୟାର ଫଣ୍ଡ ଏକ ଏମିତି ଫଣ୍ଡ ଯେଉଁଠାରୁ ଫଣ୍ଡ ନିଆଯାଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ହୀତ ପାଇଁ ସମୟେ ସମୟେ ବ୍ୟବହାର ହୁଏ । ତେବେ ବର୍ତ୍ତମାନ ଏହାକୁ ନେଇ କିଛି ଲୋକମାନଙ୍କ ଦ୍ୱନ୍ଦ ରହିଛି କିଛି ଆପତ୍ତି ରହିଛି ଯେ ଏହା ସାର୍ବଯାନିନ ଫଣ୍ଡ ନୁହେଁ । ତେଣୁ ଏହାକୁ ସାର୍ବଜନିନ ଫଣ୍ଡ କରିବାକୁ ନେଇ ୧୦୦ ଜଣ ପୂର୍ବତନ ପ୍ରଶାସନିକ ସମୂହ ଏକ ଚିଠି ଲେଖିଥିଲେ ପ୍ରଧାନ ମନ୍ତ୍ରୀକୁ । ଏହା ସହ ସେମାନେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହି ଫଣ୍ଡରେ ସାର୍ବଜନିନ ଲୋକଙ୍କ କେତେ ଧନରାଶି ଜମା କରାଯାଇଛି । ଏବଂ ଏହି ପାଣ୍ଠିରେ କେତେ ଟଙ୍କା ଏବଂ କେଉଁ ସବୁକାର୍ଯରେ ବ୍ୟବହାର ହୋଇଛି ତାହାର ମଧ୍ୟ ପୁଷ୍ଠି କଦେବା ପାଇଁ କୁାଯାଇଛି । ସେମାନଙ୍କ କହିବା ଏହା ଥିଲା ଯେ ଆର.ଟି.ଆଇ ରେ ଏହି ଫଣ୍ଡ ବିଷୟରେ ଉଲ୍ଲେଖ କରିବାକୁ ମନାକରାଯାଇଛି । ଏବଂ ଏହାକୁ ସାର୍ବଜନିନ ଫଣ୍ଡ ବୋଲି ମଧ୍ୟ ଘୋଷଘବ କରାଯାଇ ନାହିଁ ତେଣୁ ଏହି ଚିଠି ପ୍ରଧାନ ମନ୍ତ୍ରୀଙ୍କୁ ଲେଖାଯାଇ ଏହାକୁ ସାର୍ବଜନିନ ଫଣ୍ଡ ଭାବେ ଘୋଷଣା କରାଯାଉ । ଏହି ପୂର୍ବତନ ମନ୍ତ୍ରାଳୟ ମଧ୍ୟରେ ପୂର୍ବତନ ଆଇ.ଏ.ଏସ୍ ଅନୀତା ଅଗ୍ନିହୋତ୍ରୀ , ଏସିପି ଆମ୍ବୋଜ , ଶରଦ୍ ବେହାର , ସାଜଜାଦ ହାସନ , ହର୍ଷ ମାଣ୍ଡେର , ଅରୁଣା ରାୟ , ମୁଖାର୍ଜୀ , ସୁଜତା ସିଂ , ଏସସି ବହର , କେ ସୁଜତା ରାଓ , ଏଏସ ଦୁଲତ ସାମିଲ ଅଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button