୧୦୦୦ ଫାଇନ୍ ରେ ଭୂତ ଲାଗିଲା

ଚାଲାଣ୍ କାଟି ପୋଲିସ୍ ଦେଲା ପଇସା

ନୂଆ ମୋଟର ଜାନ ନିୟମ ଲାଗୁ ହେବା ପରେ ସତେ ଯେମିତି ଗାଡି ଚାଳକଙ୍କ ଉପରେ ଚଡକ ପଡିଛି । ଲୋକଙ୍କ ମୁଣ୍ଡରେ ଫାଇନ୍ ର ବୋଝ ଲଦି ହୋଇଯାଇଛି । ଟ୍ରାଫିକ୍ ଏବଂ ସଡକ ନିୟମ ଉଲଂଘନ କରୁଥିବା ବ୍ୟକ୍ତିମାନେ ଏବେ ବ୍ୟାପକ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ମୋଟା ମୋଟି ଭାବେ କହିବାକୁ ଗଲେ ସ୍ଥିତି ଗମ୍ବୀର ହୋଇପଡିଛି ।

ସବୁଠାରୁ ବଡ କଥା ହେଲା ବର୍ତମାନ ପୋଲିସ୍ କର୍ମଚାରୀ ମାନେ ଯଦି ହେଲ୍ମେଟ୍ ବ୍ୟବହାର କରୁନାହାନ୍ତି ତାହା ଜନତାଙ୍କ ସାମ୍ନାରେ ପଡିଲେ ଯୁଦ୍ଧ ର ମାହୋଲ ସୃଷ୍ଟି ହୋଇଯାଉଛି । କିନ୍ତୁ ଏସବୁ ବାଦ୍ ଆଉ ଏକ କଥା ସାମ୍ନାକୁ ଆସୁଛି ଯେ ରାଜସ୍ଥାନ ର ଜଣେ ବ୍ୟକ୍ତି ଟ୍ରାଫିକ୍ ରେ ହେଲ୍ ମେଟ୍ ବ୍ୟବହାର କରିନଥିଲେ ଏବଂ ତାଙ୍କୁ ୧୦୦୦ ଟଙ୍କା ଫାଇନ୍ ଦେବାକୁ ପଡିଥିଲା ।

ଫାଇନ୍ ଦେବା ପରେ ରାସ୍ତା ମଝିରେ ସେ ଏଭଳି କାମ କଲେ ଯାହା ଦେଖି ପୋଲିସ୍ ବାଲା ତାଙ୍କୁ ପଇସା ଫେରାଇଦେଲେ । ତେବେ କଣ ହେଲା ସେଇଠି ଜାଣିବା ପାଇଁ ସଂପୂର୍ଣ ଭିଡିଓକୁ ଦେଖନ୍ତୁ ।

Post Your View

Leave a Reply

Your email address will not be published. Required fields are marked *

Back to top button