ଏହି ନୂଆ କରୋନା ଆପଣଙ୍କ ହୋସ୍ ଉଡ଼ାଇଦେବ !

ଲକ୍‌ଡାଉନ ନୁହଁ କର୍ଫ୍ୟୁ ଲଗାଇପାରେ ଏହି ନୂଆ କରୋନା

ବିଶ୍ୱ ସମେତ ସାରା ଦେଶରେ ବର୍ତମାନ ଆତଙ୍କ ଖେଳାଇଛି କରୋନାର ଦ୍ୱିତୀୟ ଲହରୀ । ସୂଚନା ଥାଉକି ଏକାସଙ୍ଗେ ଲୋକମାନେ କରୋନାର ଦୁଇଟି ଭାରିଆଂଟ୍ ସହିତ ସଂକ୍ରମିତ ହେଉଛନ୍ତି, ଯାହାକି ସେମାନଙ୍କର ଇମ୍ୟୁନିଟି ପାୱାରକୁ ଦୂର୍ବଳ କରିଦେଉଛି ।

, ଏହି ନୂଆ କରୋନା ଆପଣଙ୍କ ହୋସ୍ ଉଡ଼ାଇଦେବ !ଦେଶର ପାଖାପାଖି ୧୮ ଟି ରାଜ୍ୟରେ ଡବଲ୍ ମ୍ୟୁଟାଂଟ୍ ଭାରିଆଂଟ୍ ଚିହ୍ନଟ ହୋଇଛି । ୧୦,୭୮୭ ବ୍ରିଟିଶ ଭାରିଆଂଟ୍ ଦେଖାଦେଇଥିବା ବେଳେ ତା ଭିତରୁ ଭାରତରେ ପାଖାପାଖି ୭୩୬ ପ୍ରକାର ଭାରିଆଂଟ୍ ଦେଖିବାକୁ ମିଳିଛି ।

, ଏହି ନୂଆ କରୋନା ଆପଣଙ୍କ ହୋସ୍ ଉଡ଼ାଇଦେବ !ତେବେ କିଛିଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବରେ ବୃଦ୍ଧି ପାଉଥିବା ହେତୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ଗାଇଡଲାଇନ ଜାରି କରି କହିଛନ୍ତିକି ଲୋକମାନଙ୍କୁ କରୋନା କଟକଣା ପୁଣିଥରେ ମାନିବାକୁ ପଡିବ ନହେଲେ ଦେଶର ସ୍ଥିତି ବିଗିଡିଯିବ । ସତର୍କ ଏବଂ ସଚେତନ ରହି ପୁଣିଥରେ ଏଦୃଶ୍ୟ ଭୂତାଣୁ ସହିତ ଲଢେଇ କରି ଭୂତାଣକୁ ହରେଇ ମଣିଷକୁ ଜିତିବାକୁ ପଡିବ ।

Post Your View

Leave a Reply

Your email address will not be published. Required fields are marked *

Back to top button