ଖିଲାଡିବୟ କଲେ ୫୦୦ କୋଟିର ମାନହାନୀ ମକଦ୍ଦମା

ବଲିଉଡର ଖିଲାଡିବୟ ଅକ୍ଷୟ କୁମାର ଗତ ମଙ୍ଗଳବାର ଦିନ ରାଗିଯାଇ ଜଣେ ୟୁଟ୍ୟୁବର ବିରୋଧରେ ୫୦୦ କୋଟି ଟଙ୍କାର ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି । ବିହାର ଜଣେ ୟୁଟ୍ୟୁବର ରାସିଦ ସିଦ୍ଦିକି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଅକ୍ଷୟ କୁମାରଙ୍କ ନା ରେ ଏହି କୋସକୁ ଯୋଡିଥିଲା । ସେ କରିଥିବା ଭାଇରାଲ ଭିଡିଓରେ ସେ କହିଥିଲା, ରିୟା ଚକ୍ରବର୍ତୀଙ୍କୁ କାନାଡା ଫେରାର୍ କରାଇବାରେ ଅକ୍ଷୟ ସାହାଯ୍ୟ କରିଥିଲେ ।

, ଖିଲାଡିବୟ କଲେ ୫୦୦ କୋଟିର ମାନହାନୀ ମକଦ୍ଦମାତେବେ ଏହିଭଳି ଭାବେ ଅଷୟଙ୍କ ନା ରେ ମିଛ ଖବର ପ୍ରଚାର କରୁଥିବାରୁ ତାଙ୍କ ନା ରେ ଅଷୟ କଲେ ଅଭିଯୋଗ । ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ମହାରଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ପୁଅ ଆଦିତ୍ୟ ଠାକ୍‌ରେଙ୍କ ନାମକୁ ଟାଣି ପୂୃର୍ବରୁ ମଧ୍ୟ ରାସିଦ୍ ଗିରଫ ହୋଇସାରିଛି । ଏଥିପାଇଁ ସୁଶାନ୍ତ ମୃତ୍ୟୁ ମାମଲା ସମ୍ପର୍କରେ ଉଦ୍ଧବ ଓ ଆଦିତ୍ୟ ଠାକରେଙ୍କ ସହ ଅଷୟ ଏକ ଗୁପ୍ତ ବୌଠକ କରିଥିଲେ ।, ଖିଲାଡିବୟ କଲେ ୫୦୦ କୋଟିର ମାନହାନୀ ମକଦ୍ଦମାସେ ଭିଡିଓରେ ରାସିଦ୍ ଏଭଳି ଭବେ ମିଥ୍ୟା ଖବର ପ୍ରଚାର କରି କହିଥିଲେ ଯେ, ସୁଶାନ୍ତଙ୍କ ଫିଲ୍ମ ‘ଏମ୍ ଏସ୍ ଧୋନି ଦ ଅନ୍‌ଟୋଲ୍ଡ ଷ୍ଟୋରି’ କରିଥିବାରୁ ଅଷୟ କୁମାର ସୁଶାନ୍ତଙ୍କ ଉପରେ ରାଗି ଯାଇଥିଲେ । ରିପୋର୍ଟ ଆନୁସାରେ ପୋଲିସ ମାନହାନୀ, ସାର୍ବଜନିକ ଦୁର୍ବ୍ୟବହାର ଓ ଜାଣିଶୁଣି ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ କରିଛି । ଅଦାଲତର ରାସିଦ୍‌କୁ ଅନ୍ତରୀଣ ଜାମିନ ଦେଇଛନ୍ତି ଏବଂ ଯାଞ୍ଚରେ ସହଯୋଗ କରିବାକୁ ଆଦେଶ ଦେଇଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button