ମୁସଲିମ୍ ଆପ୍‌କୁ ଟ୍ରାକ୍ କରୁଛି ଆମେରିକା ଆର୍ମୀ

‘ମୁସଲିମ୍ ପ୍ରୋ ଆପ୍‌’ କୁ ଅନ୍‌ଇନ୍‌ଷ୍ଟଲ କଲେ ୧ ହଜାର ରୁ ଅଧିକ ୟୁଜର

ମୁସଲମାନଙ୍କ ପପୁର୍ଲାର ଆପକୁ ଟ୍ରାକ୍ କରିବାର ଅଭିଯୋଗ ଆସିଛି । ଯାହାପାଇଁ ଏବେ ହରତାଲ ସୃଷ୍ଟି ହୋଇଛି । ଟ୍ରାକ୍ କରୁଥିବା ପଛରେ ଯେଉଁ କମ୍ପାନୀ ଅଛନ୍ତି ସେମାନେ ଏହି ଡାକାକୁ ସିଧା ଆମେରିକା ଆର୍ମୀଙ୍କୁ ପଠାଉଛନ୍ତି । ଆହୁରିବି ଅଭିଯୋଗ କରାଯାଉଛି ଯେ ଆମେରିକା ଆର୍ମୀ ଏହି ଡାକା ଜରିଆରେ ମୁସଲମାନ ମାନଙ୍କୁ ଟାର୍ଗେଟ୍ କରିବା ସହିତ ସେମାନଙ୍କୁ ଯାଶୁସ୍‌ କରୁଛନ୍ତି । ଏହି ରିପୋର୍ଟ ପବଲିସ୍ ହେବା ପରେ ପୁଣି ଥରେ ଇସଲାମିକ୍ ଆମେରିକା ଆର୍ମୀ ଉପରେ ଆରୋପ ଲାଗାଇଛି । ଏହି ମାମଲା ଜଣା ପଡିଲା ମଦରବୋଡର ରିପୋର୍ଟରୁ । ମଦର ବୋର୍ଡ ହେଉଛି ୱାଇସ ମିଡିଆର ଏକ ଅନଲାଇନ୍ ମ୍ୟାଗାଜିନ୍ ।

, ମୁସଲିମ୍ ଆପ୍‌କୁ ଟ୍ରାକ୍ କରୁଛି ଆମେରିକା ଆର୍ମୀ

ମ୍ୟାଗାଜିନ୍‌ରେ ଛପାଯାଇଥିବା ଖବର ଅନୁସାରେ ଆମେରିକା ଆର୍ମୀ ମୋବାଇଲନ ଆପ୍‌ର କିଛି ଲୋକେସନ ଡାକା କିଣୁଥିଲେ । ମାନେ ଏହି ଡାଟା ଦ୍ୱାରା ଜଣା ପଡିବ ଆପ୍ ୟୁଜରମାନେ କେଉଁଠାରେ ଅଛିନ୍ତ ଏବଂ କଣ କରୁଚନ୍ତି । ଏହି ଆପ୍‌ରେ ବ୍ୟାକ୍ତିଙ୍କର କିଛି ପରର୍ସିନାଲ ଡାଟା ଥାଏ ଯାହାକି ସେ ଅନ୍ୟ କାହା ସହିତ ସେୟାର କରିନଥାଏ । କିନ୍ତୁ ଏପରି କରୁଥିଲେ ଆମେରିକା ଆରମି ଆପ୍ ୟୁଜରଙ୍କ ଅଜାଣତରେ । ଯେଉଁ ଆପ୍ ଡାଟା କିଣିଛନ୍ତି ତା ମଧ୍ୟରୁ ମୁସଲମାନଙ୍କ ପପୁର୍ଲାର ଆପ୍ ଅଛି ।

, ମୁସଲିମ୍ ଆପ୍‌କୁ ଟ୍ରାକ୍ କରୁଛି ଆମେରିକା ଆର୍ମୀ

ଆଉ ତାହା ହେଉଛି ‘ମୁସଲିମ ପ୍ରୋ ଆପ୍‌’ ଏହି ଆପକୁ ବର୍ତ୍ତମାନ ୧୦ କୋଟିରୁ ଅଧିକ ୟୁଜର ଅଛନ୍ତି । ଏହି ଆପ୍ ନମାଜର ଟାଇମ୍‌କୁ ରିମାଣ୍ଡ କରିଥାଏ । ଆହୁରିବି ଏହି ଆପ୍ ରେ କୋରାନ୍ ର ରେକଡିଙ୍ଗ୍ ବି ଉପଲବ୍ଧ ଅଛି । ତାହା ସହିତ ୟୁଜ କରୁଥିବା ୟୁଜରମାନଙ୍କ ଲୋକେସନ୍ ଆଧାରରେ କ୍ୟୁବଲାର ନିର୍ଦ୍ଦେଶ ଦେଇଥାଏ ।

, ମୁସଲିମ୍ ଆପ୍‌କୁ ଟ୍ରାକ୍ କରୁଛି ଆମେରିକା ଆର୍ମୀ

ଆପମାନେ ହୁଏତ କ୍ୟୁବାଲ କଣ ଜାଣିନଥିବେ କ୍ୟୁବଲା ହେଉଛି ଯେଉଁ ଦିଗରେ ମୁହଁ କରି ମୁସଲମାନ ମାନେ ନିଜ ଭଗବାନଙ୍କୁ ଡାକିଥାନ୍ତି । ଏହି ଲିଷ୍ଟରେ ମୁସଲିମ ଡେଟିଙ୍ଗ ଆପ୍ ‘ମୁସଲିସ ମିଙ୍ଗଲ’ ବି ସାମିଲ ଅଛି । ଏହି ଆପ୍‌ର ୟୁଜର ସଂଖ୍ୟା ଏକ ଲକ୍ଷରରୁ ଅଧିକ । ଏହା ନୁହେଁ କି କେବଳ ଆର୍ମୀମାନେ ଇସଲାମିକ୍ ଆପ୍‌କୁ ଟାରଗେର୍ଟ କରିଛନ୍ତି ।

, ମୁସଲିମ୍ ଆପ୍‌କୁ ଟ୍ରାକ୍ କରୁଛି ଆମେରିକା ଆର୍ମୀ

ଏକ୍ସରସାଇଜ , ୱେଦର ଟ୍ରାକିଙ୍ଗ ଓ ସର୍ଚ୍ଚ ଆପର ଲୋକେସନ୍ ଡାଟା ବି କିଣୁଛନ୍ତି । ଏହି ଆପର ଡାଟା ଉପରେ ୟୁଏସ ଆର୍ମୀର ଏକ ସ୍ପେସାଲ ୱିଙ୍ଗ୍ ଅଛି ‘ୟୁନାଇଟେଡ୍ ଷ୍ଟେଟ୍ ସ୍ପେସାଲ ଅପ୍ରେସନ୍ସ କମାଣ୍ଡ’ ଏହି ୟୁନିଟ୍ କାଉଣ୍ଟଡ ଟେରେରିଜମ୍ କାଉଣ୍ଟର ଇନ୍‌ସଜେନ୍ସି ଆଉ ସ୍ପେସାଲ ମିଲେଟ୍ରିର କାମ ଦେଖିଥାଏ ।  ଏକ କମ୍ପାନି ଅଛି ଏକ୍ସ ମୋଡ ଏହି କମ୍ପାନି ମୋବାଇଲ ଆପର ଡାଟା ବାହାର କରିବା ସହିତ ଏହି ଡାଟାକୁ ବିକିଦିଏ । ଏହା ଡାଟା କିଣୁଥିବା ଗ୍ରାହାକ ମଧ୍ୟରୁ ଭି ଆମେରିକା ଆର୍ମୀଙ୍କ ନାଁ ଅଛି । ମୁସଲିମଙ୍କୁ ଏହି ଏକ୍ସ ମୋଡର ଡାଟା ବିକୁଥିବାର ରିପୋର୍ଟ ଆସିବା ପରେ ସୋସିଆଲ ମିଡିଆରେ ଏହି ‘ମୁସଲିମ ପ୍ରୋ ଆପ’ ଉପରେ କ୍ୟାମ୍ପେନ ଚାଲିଲା । ପରେ ହଜାର ହଜାର ସଂଖ୍ୟାର ଲୋକେ ଏହି ଆପକୁ ଅନ୍‌ଇନ୍‌ଷ୍ଟଲ କରିବା ସହିତ ଏହାକୁ ବୟକଟ୍ କରିବାକୁ ଆପିଲ କରିଛନ୍ତି । ପରେ ଆପ ମ୍ୟାନେଜମେଣ୍ଟ ଏହି ଖବରକୁ ମିଛ କହିଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button