୧୫ ତାରିଖ ଆଗରୁ ସାରିନିଅନ୍ତୁ ବ୍ୟାଙ୍କ କାମ

ଯଦି ଆପଣଙ୍କ ବ୍ୟାଙ୍କରେ କୌଣସି ଜରୁରୀ କାମ ରହିଛି ତାହେଲେ ଶୀଘ୍ର ସାରିଦିଅନ୍ତୁ କାରଣ ସରକାରୀ ବ୍ୟାଙ୍କ ମାନଙ୍କରେ ହେବାକୁ ଯାଉଛି ଆନ୍ଦୋଳନ । କାନାରା ବ୍ୟାଙ୍କ ନିଜ ଗ୍ରାହକଙ୍କୁ ସୂଚନା ଦେଇଛି ଯେ ବ୍ୟାଙ୍କିଙ୍ଗ ସେବା ମାନଙ୍କରେ ଆନ୍ଦୋଳନ ପାଇଁ ଅସର ପଡିପାରେ ।, ୧୫ ତାରିଖ ଆଗରୁ ସାରିନିଅନ୍ତୁ ବ୍ୟାଙ୍କ କାମ୧୫,୧୬ ମାର୍ଚ୍ଚ ରେ ବ୍ୟାଙ୍କ ୟୁନିଅନର ହଡତାଳ –
କାନାରା ବ୍ୟାଙ୍କର ତଥ୍ୟ ଅନୁସାରେ Indian Bank’s Association(IBA)ତରଫରୁ ସୂଚନା ଦିଆଯାଇଛି ଯେ United Forum of Bank Unions (UFBU) ବ୍ୟାଙ୍କିଙ୍ଗ ଇଣ୍ଡଷ୍ଟ୍ରିରେ ୧୫,୧୬ ମାର୍ଚ୍ଚ ଆନ୍ଦୋଳନ ର ଫଇସଲା ନିଆଯାଇଛି । କାନାରା ବ୍ୟାଙ୍କ କହିବା କଥା ଅନୁସାରେ ଆନ୍ଦୋଳନ ଦିନ ମଧ୍ୟ ବ୍ୟାଙ୍କର କାମକୁ ସୁିଚାରୁରୁପେ ତୁଳେଇବାକୁ ଚେଷ୍ଟା ଜାରି ରହିଛି ତଥାପି କାମ ଉପରେ ଟିକେ ବାଧା ପଡିପାରେ ।, ୧୫ ତାରିଖ ଆଗରୁ ସାରିନିଅନ୍ତୁ ବ୍ୟାଙ୍କ କାମବ୍ୟାଙ୍କରମିଶ୍ରଣ ପାଇଁ ଜାରି ରହିବ ଆନ୍ଦୋଳନ –
ବ୍ୟାଙ୍କ ୟୁନିଅନ ମଧ୍ୟରେ All India Bank Employees’ Association (AIBEA), All India Bank Officers’ Confederation (AIBOC), NCBE, AIBOA, BEFI, INBEF, IBOC, NOBW, NOBO, AINBOF ୨ଟି ବ୍ୟାଙ୍କର ପ୍ରସ୍ତାବିତ ମିଶ୍ରଣ ପାଇଁ ଆନ୍ଦୋଳନ ର ଘୋଷଣା କରାଯାଇଛି , ୧୫ ତାରିଖ ଆଗରୁ ସାରିନିଅନ୍ତୁ ବ୍ୟାଙ୍କ କାମଏ ମାସ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ –
୧୧ ମାର୍ଚ ମହାଶିବରାତ୍ରୀ, ୧୬ ମାର୍ଚ ପରେ ୨୧ ମାର୍ଚ ରବିବାର, ୨୭ କୁ 2ୟ ଶନିବାର ଓ ରବିବାର ଛୁଟି, ୨୯ ତାରିଖ ହୋଲି ପାଇଁ ବ୍ୟାଙ୍କ ବନ୍ଦ ।

Post Your View

Leave a Reply

Your email address will not be published. Required fields are marked *

Back to top button