ରାତାରାତି ତିଆରି ହେଲା ସୂର୍ଯ୍ୟ ମନ୍ଦିର

ବିହାରର ସୂର୍ଯ୍ୟ ମନ୍ଦିର

ଆମ ଭାରତର ଅନେକ ଜାଗାରେ ସୂର୍ଯ୍ୟ ମନ୍ଦିର ରହିଛି । ସେହି ମନ୍ଦିରର କାରୁକାର୍ଯ୍ୟ ଅତ୍ୟନ୍ତ ମନୋରମ ଓ ସୁନ୍ଦର ଥିଲା । ଆପଣ ଜାଣିଥିବେ ଆମ ଓଡିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର ବିଶ୍ୱ ପ୍ରସିଦ୍ଧ । ଏହାକୁ ଲକ୍ଷାଧିକ କାରିଗର ୧୨ବର୍ଷ ଧରି ତିଆରି କରିଥିଲେ । ଯାହାକୁ ବହୁ ଦୂର ଦୂରାନ୍ତରୁ ବିଦେଶୀ ପର୍ଯ୍ୟଟକ ଦେଖିବାକୁ ଆସୁଥିଲେ । କିନ୍ତୁ ଆମ ଭାରତରେ ଏଭଳି ଏକ ମନ୍ଦିର ଅଛି ଯାହାକୁ ରାତା ରାତି ନିର୍ମାଣ କରାଯାଇଥିଲା । କଣ ଆଶ୍ଚର୍ଯ୍ୟ ହେଲେ ତେବେ ଚାଲନ୍ତୁ ଜାଣିବା କେଉଁଠି ଅଛି ସେହି ମହାନ ମନ୍ଦିର ।

Post Your View

Leave a Reply

Your email address will not be published. Required fields are marked *

Back to top button