କରୋନା କବଳରେ ନେତା

ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କରୋନା ପଜିଟିଭ ଚିହ୍ନଟ

କରୋନା କବଳରେ ନେତା । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ ହୋଇ ସାଂସଦ ପର୍ଯ୍ୟନ୍ତ କାହାରିକୁ ବି ଛାଡୁନି କରୋନ । ଦିନକୁ ଦିନ ଗୋଟି ପରେ ଗୋଟି ନେତା କରୋନା ଜାଲରେ ଛନ୍ଦି ହୋଇପଡୁଛନ୍ତି । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସସ୍ମିତ ପାତ୍ର ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

, କରୋନା କବଳରେ ନେତା, କରୋନା କବଳରେ ନେତାବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ରବସ୍ଥା ସ୍ଥିର ରହିଛି । ସେ ଏବେ କୋଭିଡ ଗାଇଡ ଲାିନ ମାନି ହୋମ ଆଇସୋଲେସନରେ ଅଛନ୍ତି । ଏହା ସହ ତାଙ୍କ ସଂଶ୍ପର୍ଶରେ ଆସିବା ସମସ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏବଂ ନିଜର ଓ ପରବାରବର୍ଗଙ୍କ ଯଦି କିଛି ଲକ୍ଷଣ ଦେଖାଯାଇଥାଏ, ତେବେ କରୋନା ପରୀକ୍ଷା କରାଇନେବାକୁ ପରାମର୍ଶ ଦେଇଛନ୍ତି । ଏହା ପୂର୍ବରୁ ସଂସଦର ମୌସୁମୀ ଅଧିବେଶନ କାଳରେ ଏକାଧିକ ସାଂସଦ ଓ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button