ଦିଲ୍ଲୀରେ ବିସ୍ଫୋରଣ !

ଦେଶର ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ ..।। ଦିଲ୍ଲୀରେ ବିସ୍ଫୋରଣ ନେଇ ସୂଚନା ଦେଲଇ ଦିଲ୍ଲୀ ପୁଲିସ ..।।

, ଦିଲ୍ଲୀରେ ବିସ୍ଫୋରଣ !

ତେବେ ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ ବିସ୍ଫୋରଣର କ୍ଷୟକ୍ଷତି ବିଷୟରେ ବର୍ତ୍ତମାନ ଆକଳନ କରାଯାଇ ନାହିଁ , କିନ୍ତୁ ଏହି ବିସ୍ଫୋରଣ ଦ୍ୱାରା କିଛି କାର୍ ନଷ୍ଟ ହୋଇଯାଇଛି ..।। ଘଟଣା ସ୍ଥଳରେ ସ୍ପେସାଲ ସେଲ୍‌ର ଏକ ଟିମ୍ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛି ..।। ତେବେ ଏହି ବିସ୍ଫୋରଣଟି ଦିଲ୍ଲୀରେ ଥିବା ଇସ୍ରାଏଲର୍ ଦୂତାବାସ ନିକଟରେ ଘଟିଥିବାର ସୂଚନା ମିଳିଛି ..।।

Post Your View

Leave a Reply

Your email address will not be published. Required fields are marked *

Back to top button