କେମିତି ଆରମ୍ଭ କରିଥିଲେ ଦିଆ ମିର୍ଜା ନିଜ କ୍ୟାରିୟର?

୨୦୦୦ ମସିହାରେ ମିସ ଇଣ୍ଡିଆ ମୁକୁଟ ପିନ୍ଧିବା ପରେ ଚର୍ଚ୍ଚାକୁ ଆସିଥିଲେ ଦିଆ ମିର୍ଜା। ଗୋଟିଏ ଇଣ୍ଟରବ୍ୟୁ ରେ ଦିଆ କହିଥିଲେ ଯେ ସେ ପ୍ରତିଯୋଗୀତାରେ ବିଶ୍ୱାସ କରନ୍ତି ନାହିଁ। ତେଣୁ ସୈାନ୍ଦର୍ଯ୍ୟ ପ୍ରତିଯୋଗୀତାରେ ଜିତିବା କଥା କେବେ ସେ ଭାବି ନଥିଲେ।ଯେବେ ଏକ ମଡେଲିଂ ଏଜେନ୍ସି ମତେ ଦେଖିଲା ସେବେ ମୁଁ ଏ ପ୍ରତିଯୋଗିତାକୁ ଆସିଥିଲି। ୧୬ ବର୍ଷ ବୟସରେ ସେ ଏକ ପାର୍ଟଟାଇମ କାମ ଆରମ୍ଭ କରିଥିଲେ। ପରେ ସେ ବିଜ୍ଞାପନ, କ୍ୟାମ୍ପେନ, ଫ୍ୟାସନ ସୋ, ଏଡିଟୋରିଆଲ ସୁଟ୍‌ କରିଥିଲେ। କୌଣସି ଗୋଟିଏ କାମ ପାଇଁ ଅନ୍ୟ ରାସ୍ତାଗୁଡ଼ିକ ଆପେ ଖୋଲି ଯାଇଥିଲା। ମିସ୍‌ ଇଣ୍ଡିଆ ପିଜାଣ୍ଟ ପାଇଁ ସେ ହାଇଦ୍ରାବାଦରୁ ଚୟନ ହୋଇଥିଲେ। ଏହା ପରେ ଦିୟା ହାଇଦ୍ରାବାଦ ଛାଡ଼ି ମୁମ୍ବାଇ ଆସିଲେ। ଏହି ସମୟରେ ଏକଲା ଚାଲିବା କଠିନ ଥିଲା।

Post Your View

Leave a Reply

Your email address will not be published. Required fields are marked *

Back to top button
Close