ବଲିୟୁଡର ସଞ୍ଜୁବାବା ଅସୁସ୍ଥ

ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ସଂଜୟ ଦତ୍ତ

ବଲିୟୁଡର ସଞ୍ଜୁଭାଇ ଅସୁସ୍ଥ । ସଞୁବାବା ଅର୍ଥାତ ସଂଜୟ ଦତ୍ତ ଆଜି ସଂନ୍ଧ୍ୟାରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଓ ଡାକ୍ତରଙ୍କ ସୂଚନା ଅନୁସାରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ହେଲେ ଅଚାନକ ନିଶ୍ୱାସ ନେବାରେ ସଞ୍ଜୁ କଷ୍ଟ ଅନୁଭବ କରୁଥିଲେ । ସେଥିପାଇଁ ତାଙ୍କୁ ତୁରନ୍ତ ଅକ୍ଟିଜେନ୍ ଦିଆଯାଇଛି । ଡାକ୍ତରଙ୍କ କହିବା ଅନୁସାରେ ଆଗାମୀ ୨୪ଘଣ୍ଟା ତାଙ୍କୁ ବିଶେଷ ଭାବେ ନଜର ରଖାଯିବ ।

Post Your View

Leave a Reply

Your email address will not be published. Required fields are marked *

Back to top button