ସମରରେ ଟ୍ରେଣ୍ଡି ଲୁକ୍ ଦିଏ ଏହିସବୁ ସନଗ୍ଲାସ୍

ଶୀତଦିନ ହେଉ କି ଖରା ଦିନ ସନଗ୍ଲାସର ଚାହିଦା ସବୁବେଳେ ରହିଥାଏ। ଆଖିକୁ ଆରାମ ଦେବା ପାଇଁ ହେଉ ବା ଖରାରୁ ଆଖିକୁ ରକ୍ଷା କରିବା ପାଇଁ, ସନଗ୍ଲାସ୍ ଚେହେରାକୁ ଅଧିକ ଆକର୍ଷଣୀୟ କରିଥାଏ। ଯୁବତୀ ଓ ମହିଳାମାନେ ଜିନ୍ସ ଠାରୁ ସ୍କର୍ଟ୍, ସାଲଓ୍ୱାର, କୁର୍ତ୍ତି ଓ ଶାଢୀ ସବୁଥିରେ ସନଗ୍ଲାସ୍ ଟ୍ରେଣ୍ଡ ପାଲଟିଛି। ସେଲିବ୍ରେଟି ହୁଅନ୍ତୁ ଅବା ସାଧାରଣ ମହିଳା ସନଗ୍ଲାସ ପିନ୍ଧି ସମସ୍ତେ ଫ୍ୟାସନେବଲ ରହିବା ସହ  ଆଖିକୁ ସୁରକ୍ଷା ଦେବାକୁ ଚାହାଁନ୍ତି। କେଲଜ ଛାତ୍ରୀଙ୍କ ଠାରୁ କର୍ମଜୀବୀଙ୍କ ପର୍ଯ୍ୟନ୍ତ ଖରାଦିନେ ସନଗ୍ଲାସ ସମସ୍ତେ ବ୍ୟବହାର କରନ୍ତି । ତେଣୁ ସନଗ୍ଲାସକୁ ନେଇ କଣ ଟ୍ରେଣ୍ଡ ରହିଛି, ଚାଲନ୍ତୁ ଜାଣିବା।

ନିଜ ମୁହଁର ଆକାର ଓ ଗଠନକୁ ନେଇ ସନଗ୍ଲାସ୍ ପିନ୍ଧିବା ଆବଶ୍ୟକ। ଏଥିସହ ତ୍ୱଚାକୁ ଖାପଖୁଆଉଥିବା ପରି ସନଗ୍ଲାସ୍ ବ୍ୟବହାର କରିବା ଦରକାର। ବିଭିନ୍ନ ନାମୀଦାମୀ କମ୍ପାନୀର ସନଗ୍ଲାସ୍ ମାର୍କେଟରେ ଉପଲବ୍ଧ ।
ରାଉଣ୍ଡ ସନଗ୍ଲାସେସ୍,  ସମରରେ ଟ୍ରେଣ୍ଡି ଲୁକ୍ ଦିଏ ଏହିସବୁ ସନଗ୍ଲାସ୍ମାର୍କେଟରେ ରାଉଣ୍ଡ ସନଗ୍ଲାସେସ୍ ଗୁଡ଼ିକର ଚାହିଦା ଅଧିକ ରହିଛି। ମହିଳାମାନେ ପ୍ରାୟତଃ ରାଉଣ୍ଡ ସନଗ୍ଲାସକୁ ପସନ୍ଦ କରିଥାନ୍ତି। ବଜାରରେ ବିଭିନ୍ନ ବ୍ରାଣ୍ଡ୍ ଓ କଲରଫୁଲ୍ ରାଉଣ୍ଡ ସନଗ୍ଲାସ ଉପଲବ୍ଧ ହେଉଛି। ଯାହା ଆପଣଙ୍କୁ ଷ୍ଟାଇଲିସ୍ ଲୁକ ଦେଇଥାଏ।
ଜୋମେଟ୍ରିକ ସନଗ୍ଲାସେସ୍ ,  ସମରରେ ଟ୍ରେଣ୍ଡି ଲୁକ୍ ଦିଏ ଏହିସବୁ ସନଗ୍ଲାସ୍ଜୋମେଟ୍ରିକ୍ ସନଗ୍ଲାସେସ୍ ଗୁଡ଼ିକ ମର୍ଡନ୍ ଓ ଷ୍ଟାଇଲିସ୍ ଦେଖାଯାଇଥାଏ। ଏହା ବାକି ସନଗ୍ଲାସ ଠାରୁ ଅଲଗା ଥାଏ। ବିଭିନ୍ନ ସେପ୍ କଲର ଓ ଫ୍ରେମ୍ ରେ ଆଫଣ ମାର୍କେଟରେ ଏହି ସନଗ୍ଲାସ୍ ପାଇପାରିବେ।
କଲରଫୁଲ ସନଗ୍ଲାସେସ୍,  ସମରରେ ଟ୍ରେଣ୍ଡି ଲୁକ୍ ଦିଏ ଏହିସବୁ ସନଗ୍ଲାସ୍ସମରରେ କଲରଫୁଲ ସନଗ୍ଲାସ୍ ଆପଣଙ୍କୁ ଏକ ୟୁନିକ୍ ଲୁକ ଦେଇଥାଏ। ଏଥିସହ ଆପଣ ବ୍ରାଇଟ୍ ଓ ଗର୍ଜିଅସ୍ ଦେଖାଯିବେ। ସମରରେ ବିଚ୍ ଗୁଡ଼ିକରେ ବୁଲିବା ସମୟରେ ହେଉ କି ଭ୍ୟାକେସନରେ ହେଉ, ଆପଣଙ୍କ ଲୁକ୍ ଦ୍ୱିଗୁଣିତ ହୋଇଥାଏ।
ଆଭିଏଟର୍ ସନଗ୍ଲାସେସ୍

,  ସମରରେ ଟ୍ରେଣ୍ଡି ଲୁକ୍ ଦିଏ ଏହିସବୁ ସନଗ୍ଲାସ୍ଆଭିଏଟର୍ ସନଗ୍ଲାସ୍ ବର୍ତ୍ତମାନର ଟ୍ରେଣ୍ଡରେ କିଛିଟା ମାତ୍ରାରେ ନଥିବା ସତ୍ତ୍ୱେ ଏହାର ଚାହିଦା ରହିଛି। ପୁରୁଷ ହୁଅନ୍ତୁ ବା ମହିଳା ପ୍ରଥମେ ଏହି ସନଗ୍ଲାସର ଚାହିଦା ଆଗରେ ଥିଲା। ଆଭିଏଟର ସନଗ୍ଲାସକୁ ‘ଅରିଜିନାଲ ପାଇଲଟ୍ ଅଫ୍ ସନଗ୍ଲାସ’ ମଧ୍ୟ କୁହାଯାଏ।

Post Your View

Leave a Reply

Your email address will not be published. Required fields are marked *

Back to top button
Close