ଶାହାଙ୍କୁ କରୋନା

ମହାମାରୀ କରୋନା କାହାକୁ ଛାଡୁନି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନେତା ଅଭିନେତା ଯାଏଁ, ସମସ୍ତଙ୍କୁ କଲବଲ କରୁଛି କରୋନା । ଆଜି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କରୋନାରେ ସଂକ୍ରମିତ ହୋଇଛନ୍ତି । ଶାହା ସଂକ୍ରମିତ ହୋଇଥିବା ନେଇ ଟୁଇଟରରେ ନିଜେ ସୂଚନା ଦେଇଛନ୍ତି । କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ମେଡିକାଲରେ ଭର୍ତି ହେଉଛନ୍ତି । ପ୍ରାଥମିକ ଲକ୍ଷଣ ଦେଖାଦେବାରୁ କରୋନା ଟେଷ୍ଟ କରିଥିଲେ ଶାହା । ଯେଉଁମାନେ ତାଙ୍କ ସଂପ୍ପର୍ଶରେ ଆସିଛନ୍ତି ସଙ୍ଗରୋଧରେ ରହିବାକୁ ଶାହା ଅନୁରୋଧ କରିଛନ୍ତି ।

, ଶାହାଙ୍କୁ କରୋନା

Post Your View

Leave a Reply

Your email address will not be published. Required fields are marked *

Back to top button
Close