ଗଧ କ୍ଷୀର ପିଉଛି ମଣିଷ

ଗଧ କ୍ଷୀର ବିକି ହେଲା ଲକ୍ଷପତି

କ୍ଷୀର ପିଇଲେ ମଣିଷ ଦେହରେ ଶକ୍ତି ଆସେ । ପିଲାଦିନେ ମାର କ୍ଷୀର ପିଲା ପାଇଁ ବହୁତ ଉପକାରୀ ହୋଇଥାଏ । ଠିକ୍ ସେହିଭଳି ବଡ ହେଲା ପରେ ଗାଇ କ୍ଷୀର । ଆମ ଦେଶରେ ବହୁତ ଲୋକ ଗୋପାଳନ କରି ନିଜର ଗୁଜୁରାଣ ମେନ୍ଟାଇଥାନ୍ତି । ସେମାନଙ୍କ ଘର ଚଳାନ୍ତି । କିନ୍ତୁ ସେଭଳି ଜଣେ ଚାଷୀ ଗଧ କ୍ଷୀରକୁ ବିକ୍ରି କରି ବହୁତ ଲାଭବାନ ହୋଇଛି । ପୁଣି ତାର ସେହି କ୍ଷୀରକୁ ନେବା ପାଇଁ ଗ୍ରାହକଙ୍କର ଲମ୍ବା ଭିଡ । ତେବେ ଚାଲନ୍ତୁ ଜାଣିବା କଣ ପାଇଁ ଗଧ କ୍ଷୀର କିଣିବାକୁ ଲୋକଙ୍କ ମନରେ ଏତେ ଉତ୍ସାହ । ସେଥିପାଇଁ ଏହି ସଂପୂର୍ଣ ଭିଡିଓଟିକୁ ଦେଖନ୍ତୁ ।

Post Your View

Leave a Reply

Your email address will not be published. Required fields are marked *

Back to top button