ବାପ ପୁଅ ଏକା ସାଙ୍ଗରେ କଲେ ବିବାହ

କାହିଁକି ହେଲା ଏଭଳି କାଣ୍ଡ

ଗୋଟିଏ ପରିବାରରେ ବାପା, ମା, ପୁଅ, ଝିଅ ସମସ୍ତେ ରହିଲେ ତାକୁ ଏକ ସୁଖୀ ପରିବାର ବୋଲି କୁହାଯାଏ । ସେ ପରିବାରର ପିଢି ଆଗକୁ ଆଗକୁ ବଢେ । କିନ୍ତୁ ଥରେ ଭାବିଲେ ଯଦି ଗୋଟିଏ ଘରେ ବାପ ଏବଂ ପୁଅ ଏକା ସାଙ୍ଗରେ ବିବାହ କରିବେ ତାହାଲେ , ଏବେ ମନରେ ପ୍ରଶ୍ନ ଉଠୁଥିବ ଯେ ବାପ ଯଦି ବାହା ହୋଇନାହିଁ ପୁଅ ଆସିଲା କେଉଁଠୁ , ହୁଏତ ଏହା ତାଙ୍କର ଦ୍ୱିତୀୟ ବିବାହ ହୋଇପାରେ । ତେବେ ଘଟଣା ଟି ସତରେ କଣ ଚାଲନ୍ତୁ ଜାଣିବା ଏହି ଭିଡିଓ ରୁ ।

Post Your View

Leave a Reply

Your email address will not be published. Required fields are marked *

Back to top button