ଗର୍ଭାବସ୍ଥାରେ ଖାଦ୍ୟ ସତର୍କତା

, ଗର୍ଭାବସ୍ଥାରେ ଖାଦ୍ୟ ସତର୍କତାଫଳ ସାଲାଡ୍

ଗର୍ଭାବସ୍ଥା ସମୟରେ ଅଧିକ ଫଳ ସାଲାଡ୍ ଖାଆନ୍ତୁ। ଖାଇବା ପୂର୍ବରୁ କାଟନ୍ତୁ। ହୋଟେଲ୍ କିଂବା ରେଷ୍ଟୁରାଣ୍ଟରେ ଏଗୁଡିକ ଖାଆନ୍ତୁ ନାହିଁ। ବହୁ ପୂର୍ବରୁ କଟାହୋଇ ରହୁଥିବାରୁ ସେଥିରେ ଜୀବାଣୁ ଲାଗିବାର ଆଶଙ୍କା ଅଧିକ। , ଗର୍ଭାବସ୍ଥାରେ ଖାଦ୍ୟ ସତର୍କତାଜୁସ୍ ଓ ଆଖୁରସ

ରାସ୍ତାକଡରେ ବିକ୍ରି ଜୁସ୍ କିଂବା ଆଖୁରସରେ ମିଶ୍ରିତ ଜଳ ସଂପୁର୍ଣ୍ଣ ବିଶୁଦ୍ଧ ନୁହେଁ। କାଟି ରଖିବା ପାଇଁ ବ୍ୟବହୃତ ସାମଗ୍ରୀ ସବୁବେଳେ ପରିଷ୍କାର ନଥାଏ। ଆଖୁ କିମ୍ବା ଫଳ ଦୀର୍ଘ ସମୟ ପୂର୍ବରୁ କଟା ଯାଇଥିଲେ ତାହା ଦେହ ପାଇଁ ହାନିକାରକ। ଘରେ ଜୁସ୍ ବନାଇ ପିଇଲେ ନିରାପଦ। , ଗର୍ଭାବସ୍ଥାରେ ଖାଦ୍ୟ ସତର୍କତାଫାଷ୍ଟ ଫୁଡ୍-

ଏଗୁଡିକ ସ୍ୱାସ୍ଥ୍ୟ ହାନିକାରକ। ଏହାର ପୈାଷ୍ଟିକ ଉପାଦାନ କମ୍। ଉଭୟ ମାଆ ଓ ଗର୍ଭସ୍ଥ ସନ୍ତାନ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଗର୍ଭାବସ୍ଥାରେ ଫାଷ୍ଟଫୁଡ୍ ନଖାଇବା ଉଚିତ। ମେଦ ବହୁଳତା, ହୃଦରୋଗ, ଉଚ୍ଚରକ୍ତଚାପ, ମଧୁମେହ ଆଦି ଏହାର ମୁଖ୍ୟ କାରଣ। , ଗର୍ଭାବସ୍ଥାରେ ଖାଦ୍ୟ ସତର୍କତା

ମିଠା-

ଗର୍ଭାବସ୍ଥାରେ ମିଠା ଖାଇବା କମାନ୍ତୁ। ନଚେତ୍ ସର୍କାରାର ପରିମାଣ ବଢିଥାଏ। ମାଆ ଓ ଶିଶୁର ସ୍ୱାସ୍ଥ୍ୟ ସମସ୍ୟା ବଢିବ।, ଗର୍ଭାବସ୍ଥାରେ ଖାଦ୍ୟ ସତର୍କତାପ୍ୟାକେଟ ଖାଦ୍ୟ –

ପ୍ୟାକେଟ୍ ଖାଦ୍ୟକୁ ଦୀର୍ଘଦିନ ଧରି ସାଇତି ରଖିବା ପାଇଁ ସେଥିରେ ରାସାୟନିକ ପଦାର୍ଥ ମିଶାଯାଇଥାଏ। ଏହା ଗର୍ଭସ୍ଥ ଶିଶୁର ମାନସିଲକ ବିକାଶରେ ବାଧା ସୃଷ୍ଟି କରିବାର ଆଶଙ୍କା ଥାଏ। ତେଣୁ ଏହିସବୁ ଖାଦ୍ୟରୁ ଦୂରରେ ରୁହନ୍ତୁ।

Post Your View

Leave a Reply

Your email address will not be published. Required fields are marked *

Back to top button