ଜିଓ ୟୁଜର ପାଇଁ ପୁଣିଥରେ ଆଣିଲା ଖୁସି ଖବର ଲିଢ଼ିବ କମ ଦାମରେ ଲାପଟପ

Reliance Jio ଅତି ଶୀଘ୍ର ଏକ ଲାପଟପ ଲଂଚ କରିବାକୁ ଯାଉଛି । ସହେଯାଗି ସାଇଟ bgr.in ଅନୁସାରେ ଲଂଚିଙ୍ଗର ପ୍ରସ୍ତୁତି ସମାପ୍ତ ହୋଇସାରିଲାଣି ଓ ଏହି ମାସରୁ ଏହା ନିକଟସ୍ଥ ମାର୍କେଟରେ ଉପଲବ୍ଧ ହୋଇଯିବ ।, ଜିଓ ୟୁଜର ପାଇଁ ପୁଣିଥରେ ଆଣିଲା ଖୁସି ଖବର ଲିଢ଼ିବ କମ ଦାମରେ ଲାପଟପଶସ୍ତା ୪ଜି ଜିଓ ସ୍ମାର୍ଟଫୋନ ଭଳି ଏହାକୁ ଜିଓର ନୂଆ ଧମାକା କୁହାଯାଇପାରେ । ଜିଓ କମ୍ପାନୀ ପ୍ରୋଟୋଟାଇପ ଲାପଟପ Qualcomm Snapdragon 665(SM6125) ପ୍ରୋସେସରରେ କାମ କରୁଛି ଯାହା ୨୦୧୯ରେ ଲଂଚ କରାଯାଇଥିଲା ।ଖବରନୁସାରେ ଜିଓବୁକ ପାଇଁ ଜିଓ ଚୀନୀ କମ୍ପାନୀ Bluebank Communication Technology ସହ ଡିଲ ସ୍ଥାପନ କରିଛି । ଜିଓ ନିଜ ଲାପଟପକୁ ଜିଓବୁକ ନାମରେ ଲଂଚ କରିପାରେ ।, ଜିଓ ୟୁଜର ପାଇଁ ପୁଣିଥରେ ଆଣିଲା ଖୁସି ଖବର ଲିଢ଼ିବ କମ ଦାମରେ ଲାପଟପଏହି ଲାପଟପକୁ କମ୍ପାନୀ ସେଲ୍ୟୁଲାର କନେକ୍ଟିଭିଟି ସହ ଲଂଚ କରିବ । ଜିଓବୁକ ଲାପଟପ ଆଣ୍ଡୋଏଡ ଓଏସ୍ ଉପରେ ଆଧାରିତ ହୋଇପାରେ । ଏହି ଆଣ୍ଡୋଏଡ ଓଏସ୍‌କୁ ଜିଓ ଓସ୍ର ନାମ ଦିଆଯାଇପାରେ ।, ଜିଓ ୟୁଜର ପାଇଁ ପୁଣିଥରେ ଆଣିଲା ଖୁସି ଖବର ଲିଢ଼ିବ କମ ଦାମରେ ଲାପଟପଜିଓବୁକ ଲଂଚ ହେବାର କଥା ମାର୍କେଟରେ ଚର୍ଚ୍ଚାର ବିଷୟ ପାଲଟିଛି କୁନ୍ତି ତାର ମୂଲୀ କେତେ ରହିବ ସେନେଇ କୌଣସି ବୀବରଣୀ ଆଖି ଆଗକୁ ଆସିନାହିଁ । ଜିଓ କମ୍ପାନୀ ସବୁଠୁ ଶସ୍ତା ଇଣ୍ଟରନେଟ ଡାଟା ସହିତ ଫୋନ ମାର୍କେଟରେ ପେଶ କରାଇଥିଲା । ନୂ।। ଲାପଟପର ଖବର ଆସିବା ପରେ ମାର୍କେଟରେ ପୁଣିଥରେ ଜିଓର ନାଁ ଜୋର ଧରିବାକୁ ବସିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button