ରଦ୍ଦ ହେବାକୁ ଯାଉଛି GOOGLE ସର୍ଭିସ , ଆଗରୁ ସାଇତି ରଖନ୍ତୁ ଆପଣଙ୍କ ଡାଟା

ଗତ ବର୍ଷ ଡିସେମ୍ବରରେ GOOGLE PLAY MUSIC Appକୁ ବନ୍ଦ କରିଦେଇଥିଲା । ବର୍ତ୍ତମାନ କମ୍ପାନୀ ତା ୟୁଜର ମାନଙ୍କୁ ସୂଚନା ଦେଇଛି ଯେ ସମ୍ପୁର୍ଣ୍ଣ ଭାବରେ ଏହି ସେବାଟି ବନ୍ଦ ହେବାକୁ ଯାଉଛି । GOOGLE ବହୁ ଶିଘ୍ର ତାର ସେବା ବନ୍ଦ କରିବାକୁ ଯାଉଛି । ଆମ ସମସ୍ତଙ୍କ ପାଇଁ ଗମ୍ଭୀର ସୂଚନା ଯେ GOOGLE ଏହି ସର୍ଭିସର ସମ୍ପୁର୍ଣ୍ଣ ଡାଟା ବର୍ତ୍ତମାନ ଡିଲିଟ କରିଦେବାକୁ ଯାଉଛି । କହିବାକୁ ଗଲେ ଏହି ସର୍ଭିସ ନେଇ ଆମ କୌଣସି ତଥ୍ୟ ଆମକୁ ମିଳିପାରିବ ନାହିଁ । ତେବେ ଆପଣଙ୍କ ଡାଟା ଡିଲିଟ ହୋଇଯିବା ପୂର୍ବରୁ ପଢିରଖନ୍ତୁ ଏହି ଖବର ।, ରଦ୍ଦ ହେବାକୁ ଯାଉଛି  GOOGLE ସର୍ଭିସ , ଆଗରୁ ସାଇତି ରଖନ୍ତୁ ଆପଣଙ୍କ ଡାଟାପ୍ରାପ୍ତ ହୋଇଥିବା ସୂଚନାନୁସାରେ ଏବେ GOOGLE ବର୍ତ୍ତମାନ ଏହି ସେବାଟିକୁ ସର୍ଭରରୁ ମଧ୍ୟ ଡିଲିଟ କରିଦେବାକୁ ବସିଛି । ଏଥିପାଇଁ ସମସ୍ତ ୟୁଜରକୁ ସୂଚନା ଦିଆଯାଉଛି ଯେ ୨୪ ଫେବୃଆରୀ ୨୦୨୧ ସୁଦ୍ଧା ନିଜର ସମସ୍ତ ଡାଟା ଉକ୍ତ ଆପ୍‌ରୁ କାଢିନେଇ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ । ପ୍ରାୟତଃ ଲୋକେ ନିଜର ମ୍ୟୁଜିକ ଲାଇବ୍ରେରୀକୁ PLAY MUSIC ରେ ଅପଲୋଡ କରିଥିଲେ , ରଦ୍ଦ ହେବାକୁ ଯାଉଛି  GOOGLE ସର୍ଭିସ , ଆଗରୁ ସାଇତି ରଖନ୍ତୁ ଆପଣଙ୍କ ଡାଟାକମ୍ପାନୀର କହିବା କଥାଯେ ୨୪ ଫେବୃଆରୀରୁ ଏହି ସର୍ଭରରୁ କୌଣସି ଡାଟା ରହିପାରିବ ନାହିଁ  ଖବରନୁସାରେ GOOGLE PLAY MUSIC କୁ YOUTUBE MUSIC ମ୍ୟୁଜିକ ସହ ରିପ୍ଲେସ କରାଯାଇଛି । , ରଦ୍ଦ ହେବାକୁ ଯାଉଛି  GOOGLE ସର୍ଭିସ , ଆଗରୁ ସାଇତି ରଖନ୍ତୁ ଆପଣଙ୍କ ଡାଟାସମସ୍ତ ୟୁଜର ଓ ତାଙ୍କର ଡାଟାକୁ YOUTUBE MUSIC କୁ ମାଇଗ୍ରେଟ କରାଯାଉଛି ।

Post Your View

Leave a Reply

Your email address will not be published. Required fields are marked *

Back to top button