ଆ ବଳଦ ମୋତେ ମାର

ଏଭଳି ହେଲେ ମିଳିବ ୧୦ ଲକ୍ଷ ଟଙ୍କା

ଏବେ ଲୋକେ କହିବେ ଆ ବଳଦ ମୋତେ ମାର । ଆପଣମାନେ ଜାଣନ୍ତି ଯେ ରାସ୍ତାରେ ଯିବା ସମୟରେ ଅନେକ ଥର ଅଜାଣତରେ ପଶୁଙ୍କ ସହ ଦୁର୍ଘଟଣା ହୁଏ । ଏମିତିକି କିଛି ପାଗଳ ଷଣ୍ଢ କିମ୍ବା କୁକୁର ସଂପର୍ଶରେ ଆସି ବହୁତ ଲୋକଙ୍କ ଜୀବନ ଚାଲିଯାଇଛି । ଏହାର ଅର୍ଥ ବର୍ତମାନ ଯଦି କୈାଣସି ଜାଗାରେ ଜୀବଜନ୍ତୁଙ୍କ ଆଘାତରେ ଆପଣ ପ୍ରାଣ ହରାଉଛନ୍ତି କିମ୍ବା କୈାଣସି ବି ଅସୁବିଧା ହୋଉଛି । ତେବେ ଆପଣଙ୍କ ପରିବାର ପାଇପାରିବ ୧୦ଲକ୍ଷ ଟଙ୍କା ତେବେ କଣ ସେ ସ୍କିମ୍ କାହିଁକି ଆପଣଙ୍କୁ ଏସବୁ ମିଳିବ । ସେ ବିଷୟରେ ସବୁକିଛି ଜାଣିବା ପାଇଁ ଏହି ଭିଡିଓକୁ ସଂପୂର୍ଣ ରୂପେ ଦେଖନ୍ତୁ ।

Post Your View

Leave a Reply

Your email address will not be published. Required fields are marked *

Back to top button