ଟିମ୍ ଇଣ୍ଡିଆକକୁ ଲାଗିଲା ଆଉ ଏକ ବଡ ଝଟକା , ଚତୁର୍ଥ ଟେଷ୍ଟ ଖେଳିବେନି ବୁମରାହ !

ବର୍ତ୍ତମାନ ଭାରତ ଅଷ୍ଟ୍ରଲିଆ ସିରିଜ ରୋମାଞ୍ଜକ ମୋଡ୍ ରେ ଅଛି । କାରଣ ଉଭୟ ଟିମ୍ ୧-୧ ବରାବରି ରେ ଅଛନ୍ତି । ଏହି ସିରିଜ ୍‌ଟିଭାରତ ପାଇଁ ବହୁତ କଷ୍ଟକର ରହିଥିଲା କାରଣ ଏହି ସିରିଜ ଖେଳିବାକୁ ନେଇ ଭାରତୀୟ ଟିମ୍ ର ଖେଳାଳୀ ଗୋଟିଏ ପରେ ଗୋଟିଏ ଆଘାତ ହୋଇ ସିରିଜ୍ ରୁ ବାହାର ହେବାରେ ଲାଗିଲେ ଏବଂ ଟିମ୍ ଏକ ଶୋଚନୀୟ ପରିସ୍ଥିତି ରେ ଆସି ପହଂଚିଗଲ । । ଏହା ସତ୍ତ୍ୱେ ମଧ୍ୟ ଟିମ୍ କାଲି ମ୍ୟାଚ୍ ଡ୍ର କରି ଏହି ସିରିଜକୁ ରୋମାଞ୍ଜକ ବନାଇଛି । ପୂର୍ବରୁ ଭାରତୀୟ ଟିମ୍ ର ଉମେଶ ୟାଦବ , ଲୋକେଶ ରାହୁଲ , ରବି ଚନ୍ଦ୍ରନ ଅଶ୍ୱୀନ , ହନୁମା ବିହାରୀ ରିଷଭ୍ ପନ୍ତ ଏବଂ ରବିନ୍ଦ୍ର ଜାଡେଜାଙ୍କ ଆଘାତ ହେବା କଥା ସାମ୍ନାକୁ ଆସିଥିଲା । , ଟିମ୍ ଇଣ୍ଡିଆକକୁ ଲାଗିଲା ଆଉ ଏକ ବଡ ଝଟକା , ଚତୁର୍ଥ ଟେଷ୍ଟ ଖେଳିବେନି ବୁମରାହ !କିନ୍ତୁ ଭାରତକୁ ଏକ ଆଉ ଏକ ଝଟକା ଲାଗିଛି ଜସପ୍ରିତ ବୁମରାହଙ୍କ ଦ୍ୱରା । ରବିନ୍ଦ୍ର ଜାଡେଯା, ରିଷଭ୍ ପନ୍ତ ,ରବି ଚନ୍ଦ୍ରନ ଅଶ୍ୱୀନ ଓ ହନୁମା ବିହାରୀ ଆଘାତ ରେ ଥାଇ ମଧ୍ୟ ଏହି ତୃତୀୟ ଟେଷ୍ଟ ଖେଳି ଟିମ୍ ପାଇଁ ମହତ୍ୱ ପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । କିନ୍ତୁ ଚଥୁର୍ଥ ଟେଷ୍ଟ ପୂର୍ବରୁ ରବିନ୍ଦ୍ର ଜାଡେଜା ତଥା ହନୁମା ବିହାରୀ ସିରିଜ୍ ରୁ ବାଦ୍ ରହିବା କଥା ସାମ୍ନାକୁ ଆସିଥିଲା । କିନ୍ତୁ ବର୍ତ୍ତମାନ ଆଉ ଏକ ଝଟକା ଲାଗିଛି ଟିମ୍ କୁ । ଚତୁର୍ଥ ଟେଷ୍ଟ ପୂର୍ବରୁ ହୋଇପାରେ ବୁମ୍ରାହ ଟେଷ୍ଟ ନ ଖେଳିପାରନ୍ତି । ଏବଂ ଯଦି ସେ ୫୦ ପ୍ରତିଶତ ଫିଟ୍ ଥିବେ ତାହାଲେ ହିଁ ସେ ମ୍ୟାଚ୍ ଖେଳିପାରିବେ ।

Post Your View

Leave a Reply

Your email address will not be published. Required fields are marked *

Back to top button