ଜେଲି ଦେଉଛି ଯନ୍ତ୍ରଣା

ଗୋଆ ବିଚ୍‌ରେ ମଣିଷଙ୍କୁ ଆକ୍ରାନ୍ତ କରୁଛି ମାଛ

ବର୍ତ୍ତମାନ ପର୍ଯ୍ୟଟନର ଋୁତୁ , ଆପଣମାନେ ମନ ବଳାଇବେଣି ନିଜ ନିଜର ମନ ପସନ୍ଦର ଯାଗାକୁ ବୁଲିଯିବାକୁ ..।। କିଛି ଲୋକଙ୍କର ପାହାଡ, ଝରଣା ଏବଂ ବରଫର ଦେଶ ପସନ୍ଦର ତାଲିକାରେ ଥିବାବେଳେ … ଆଉ କିଛି ଲୋକଙ୍କର ସାଗକୂଳ ବେସ୍ ପସନ୍ଦ ..।।

, ଜେଲି ଦେଉଛି ଯନ୍ତ୍ରଣା

ଯଦି ଆପଣ ରାଜ୍ୟ ବାହାରର କୋଉ ବିଚ୍‌କୁ ଛୁଟି ମନାଇବାକୁ ଯାଉଛନ୍ତି , ତେବେତ ଗୋଆ ବିଚ୍ ଆପଣଙ୍କ ତାଲିକାରେ ନିହାତି ଥିବ ..।। ହେଲେ ଜାଣିରଖନ୍ତୁ ବର୍ତ୍ତମାନ ସମୟରେ ଗୋଆ ବିଚ୍ ଗଲେ ଆପଣ ବିଚ୍‌ରୁ ସିଧା ଆମ୍ବୁଲାନ୍ସ୍ ଯୋଗେଁ ମେଡିକାଲ୍ ପହଁଚି ଯାଇପାରନ୍ତି ..।।

, ଜେଲି ଦେଉଛି ଯନ୍ତ୍ରଣା
ଆମେ ଆପଣଙ୍କୁ କହିରଖୁଛୁକି ଆପଣ ଯଦି ନଗଦ ଭବିଷ୍ୟତରେ ଗୋଆ ବିଚ୍ ବୁଲିଯିବାର ଯୋଜନା କରିଛନ୍ତି , ତେବେ ସେ ଯୋଜନାକୁ ବାତିଲ୍ କରିଦିଅନ୍ତୁ ..।। କାରଣ ଗୋଆ ବିଚ୍ ଏବେ ଆପଣମାନଙ୍କ ପାଇଁ ସୁରକ୍ଷିତ ନୁହଁ ..।।

, ଜେଲି ଦେଉଛି ଯନ୍ତ୍ରଣା

ହଁ ଆଜ୍ଞା ଗୋଆ ବିଚ୍‌ରେ ଏବେ ଜେଲିଫିସ୍ ତାର ଆତଙ୍କ ଖେଳାଇ ଚାଲିଛି ..।। ଜେଲିଫିସ୍ ପାଖାପାଖି ୯୦ରୁ ଅଧିକ ପର୍ଯ୍ୟଟକଙ୍କୁ ଦଂଶିତ କରି ସିଧା ମେଡିକାଲରେ ପହଁଚିଯାଇଦେଇଛି ..।। ଜେଲିଫିସ୍ ଦ୍ୱାରା ଦଂଶିତ ହୋଇଥିବା ଲୋକଙ୍କ କ୍ଷେତ୍ରରେ ବିଭିନ୍ନ ଲକ୍ଷଣ ଦେଖା ଦେଉଛି ..।।

, ଜେଲି ଦେଉଛି ଯନ୍ତ୍ରଣା

କିଛି ଜଣଙ୍କର ଦଂଶନ ହେଇଥିବା ସ୍ଥାନରେ କିଛି ସମୟ ପାଇଁ ଅକାମୀ ହେଇଯାଉଥିବା ବେଳେ କିଛି ଜଣଙ୍କର ଚେକଡା ଚେକଡା ହୋଇ ଫଳିଯାଉଛି ..।। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛିଜଣ ସାମୂୟିକ ଭାବରେ ବଧିର ହେଇଯାଉଛନ୍ତି ..।।

, ଜେଲି ଦେଉଛି ଯନ୍ତ୍ରଣା

ଗୋଆର ବାଗା ବିଚ୍‌ରେ କିଛି ପର୍ଯ୍ୟଟକ ଜେଲିଫିସ୍ ଦ୍ୱାରା ଦଂଶିତ ହେବାପରେ ସଂଗ୍ୟାହୀନ ହୋଇ ଟଳିପଡିଥିଲେ ତାଙ୍କୁ ଆମ୍ବୁଲାନ୍ସ ଯୋଗେଁ ମେଡିକାଲ ନିଆଯାଇଥିଲା ..।।

, ଜେଲି ଦେଉଛି ଯନ୍ତ୍ରଣା

ଗୋଆର ବିଭିନ୍ନ ବିଚ୍‌ରେ ପାଖାପାଖି ୯୦ରୁ ଉର୍ଦ୍ଦ ପର୍ଯ୍ୟଟକ ଜେଲିଫିସ୍ ଦ୍ୱାରା ଦଂଶିତ ହୋଇ ବିଭିନ୍ନ ମେଡିକାଲରେ ପ୍ରାଥମିକ ଚିକିତ୍ସା ନେଇଛନ୍ତି ..।।

Post Your View

Leave a Reply

Your email address will not be published. Required fields are marked *

Back to top button