କରିବାକୁ ପଡିପାରେ ଗାର୍ଲଫ୍ରେଣ୍ଡର ନମ୍ବର ରିଚାର୍ଜ

ଜିଓ ଦେବନାହିଁ ଫ୍ରି ଅଫର୍

ରିଲାୟନ୍ସ ଜିଓ ପକ୍ଷରୁ ଗ୍ରାହକଙ୍କୁ ଆଉଟଗୋଇଙ୍ଗ କଲ୍ ପାଇଁ ଶୁକ୍ଲ ଗଣିବାକୁ ପଡିବ । ଅନ୍ୟ ଅପରେଟରଙ୍କ ନମ୍ବରକୁ କଲ୍ କଲେ ମିନିଟ ପିଛା ୬ ପଇସା ଦେବାକୁ ପଡିବ । ଜିଓ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି । ଆଉଟଗୋଇଙ୍ଗ କଲ୍ କରିବା ଲାଗି ଗ୍ରାହକମାନଙ୍କୁ ଏକ ସ୍ୱତନ୍ତ୍ର ଟପ୍ ଅପ୍ ଭାଉଚର କିଣିବାକୁ ପଡିବ । ତେବେ ଏବେ କେଉଁ କେଉଁ ଅଫର ଆପଣ ପାଇପାରିବେ । ସେ ବିଷୟରେ କଣ କଣ ଅଫର ମିଳିପାରିବ ଚାଲନ୍ତୁ ଜାଣିବା ଏହି ଭିଡିଓରୁ ।

Post Your View

Leave a Reply

Your email address will not be published. Required fields are marked *

Back to top button