ସାବଧାନ! ଏହାକଲେ ନପୁଂଷକ ହୋଇଯିବେ

ଗର୍ଭବତୀ ନହେବା ପାଇଁ ପୁରୁଷ ଦାୟୀ

ଅଧିକାଂଶ ମହିଳାମାନେ ଗର୍ଭବତୀ ନ ହୋଇପାରିଲେ ସମାଜ ତାଙ୍କୁ ଦୋଷ ଦେବା ଆରମ୍ବ କରେ । କିନ୍ତୁ ଆପଣମାନେ ଜାଣନ୍ତି କି ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଏହି ଅସୁବିଧା ପାଇଁ ଦାୟୀ ବୋଲି । ଜିମ୍ ଯାଉଥିବା ଯୁବପିଢିମାନେ ଯେଉଁ ସପ୍ଲିମେନ୍ଟ ନେଉଛନ୍ତି ତାହା ଦ୍ୱାରା ଏହା ବଡି କୁ ବହୁତ ଆଫେକ୍ଟ ପକାଉଛି ।
ସିକ୍ସ୍ ପ୍ୟାକ୍ ବନାଇବା ଉଦେଶ୍ୟ ରେ ସେମାନେ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ତା ଛଡା ଆଉ ଏକ କାରଣ ହେଉଛି ମୋବାଇଲ୍ ଫୋନ୍ । ବର୍ତମାନ ଇନ୍ଫର୍ଟିଲିଟି ସେନ୍ଟରଏହା ଉପରେ ଏକ ରିସର୍ଚ କରି କହିଛି ଯେ –

“ଅଧିକାଂଶ ସମୟରେ ପୁରୁଷ ମାନେ ନିଜ ପକେଟ୍ ରେ ମୋବାଇଲ୍ ଫୋନ୍ ରଖୁଥିବାରୁ ସେଥିରୁ ବାହାରୁଥିବା ରେଡିଏସନ୍ ବହୁତ ମାତ୍ରାରେ ତାଙ୍କ ସର୍ପ୍ମକୁ ନଷ୍ଟ କରିଦେଇଥାଏ । ଯାହାଫଳରେ ସେମାନେ ଭବିଷ୍ୟତରେ ପିତା ହେବାରୁ ବଞ୍ଛିତ ହୁଅନ୍ତି ।”ଏହାର ଅନ୍ୟାନ୍ୟ କାରଣ ଜାଣିବା ପାଇଁ ଏହି ଭିଡିଓଟିକୁ ସଂପୂର୍ଣ ଦେଖନ୍ତୁ ।

Post Your View

Leave a Reply

Your email address will not be published. Required fields are marked *

Back to top button