ନାଇକି ସ୍ପୋର୍ଟସ୍ କମ୍ପାନୀ ଭାରତୀୟ କ୍ରିକେଟ ଟିମକୁ ସ୍ପନ୍ସରସିପ୍ ଦେବ ନାହିଁ, ତେବେ କିଏ ଦେବ ସ୍ପନ୍ସରସିପ୍ ?

ଭାରତୀୟ କ୍ରିକେଟ ଟିମ୍‌କୁ ସ୍ପନ୍ସରସିପ ଦେଇ ଆସୁଥିଲା ନାଇକି କମ୍ପାନୀ । ମାନେ ଉଭୟ ମ୍ୟାନ ଆଉ ୱିମେନ ଟିମ୍ କୁ ନାଇକିର ସ୍ପନ୍ସରସିପରେ ହିଁ ସମସ୍ତ କ୍ରିକେଟର ଆସବା ପତ୍ର ବା ଆସେସୋରିଷ ଦିଆ ଯାଉଥିଲା । ଅଣ୍ଡର ୧୯ ଠାରୁ ଧରି ଭାରତୀୟ ନ୍ୟାସ୍ନାଲ ଟମ୍ ପର୍ଯ୍ୟନ୍ତ ଉଭୟ ମ୍ୟାନ ଆଉ ୱିମେନ ଟିମକୁ ସ୍ପନ୍ସରସିପ ଦେଉଥିଲା ନାଇକି । ଆପଣ ମାନେ ମଧ୍ୟ ନିଶ୍ଚୟ ଦେଖିଥିବେ ଭାରତୀୟ ଟିମ୍ ର ଉଭୟ ମ୍ୟାନ ଆଉ ୱିମେନ ଟିମ୍ ର ଜର୍ସି ରେ ନାଇକି ର ଲୋଗୋ ରହିବାର । କିନ୍ତୁ ନାଇକି କମ୍ପାନି ଏବେ ଭାରତୀୟ ଟିମ୍ କୁ ଆଉ ସ୍ପନ୍ସରସିପ ଦେବ ନାହିଁ । ତେବେ କିଏ ସ୍ପନ୍ସର କରିବ ଭାରତୀୟ ଟିମ୍ କୁ ?, ନାଇକି ସ୍ପୋର୍ଟସ୍ କମ୍ପାନୀ ଭାରତୀୟ କ୍ରିକେଟ ଟିମକୁ ସ୍ପନ୍ସରସିପ୍ ଦେବ ନାହିଁ, ତେବେ କିଏ ଦେବ ସ୍ପନ୍ସରସିପ୍ ?ନାଇକି କମ୍ପାନୀ ଗୋଟିଏ ଜଣାଶୁଣା ବ୍ରାଣ୍ଡ ମାନେ ସାରା ବିଶ୍ୱରେ ନାଇକିର ସମସ୍ତ ଏସେସୋରିଷ ଆପଣମାନେ ପାଇପାରିବେ । ତାହା ଅନଲାଇନ ହେଉ କିମ୍ବା ଅଫଲାଇନ ନାଇକି ବ୍ରାଣ୍ଡର ସ୍ପୋର୍ଟସ୍ କିଟ୍ ଆପଣମାନେ ସହଜରେ ପାଇଯିବେ । ତେବେ ଏହି ବ୍ରାଣ୍ଡ ବା ଏହି ସ୍ପୋର୍ଟସ୍ କମ୍ପାନୀ ଭାରତୀୟ କ୍ରିକେଟର ଉଭୟ ମ୍ୟାନ ଓ ୱିମେନ ଟିମ୍ କୁ ସ୍ପନ୍ସରସିପ ଦେଉଥିଲା । କିନ୍ତୁ ଏବେ ଆଉ ସ୍ପନ୍ସରସିପ ଦେବ ନାହିଁ । ମାନେ କନ୍ଟ୍ରାକ୍ଟ ଅନୁଯାୟୀ ନାଇକିର ଭାରତୀୟ ଟିମ୍ ସହ ସ୍ପନ୍ସରସିପର ଡିଲ ଏହି ବର୍ଷ ଅକ୍ଟୋବର ସୁଧା ସରିଯାଇଛି । ତେବେ କିଏ କରିବ ସ୍ପନ୍ସରସିପ ଭାରତୀୟ ଟିମ୍‌କୁ ? ବିସିସିଆଇ ତଥା ଅଦକ୍ଷ ସୈାରଭ ଗାଙ୍ଗୁଲିଙ୍କୁ ଯେଉଁ ନୁଆ ସ୍ପନ୍ସରସିପର ଖୋଜ ଥିଲା ତାହା ଏବେ ଏମ୍ପିଏଲ ର ସ୍ପନ୍ସରସିପ ଭାବେ ମିଳିଛି । ମାନେ ଏମ୍ପିଏଲ ଏବେ କରିବ ଭାରତୀୟ ଟିମ୍ କୁ ସ୍ପନ୍ସରସିପ ।, ନାଇକି ସ୍ପୋର୍ଟସ୍ କମ୍ପାନୀ ଭାରତୀୟ କ୍ରିକେଟ ଟିମକୁ ସ୍ପନ୍ସରସିପ୍ ଦେବ ନାହିଁ, ତେବେ କିଏ ଦେବ ସ୍ପନ୍ସରସିପ୍ ?ଭାରତୀୟ ଟିମ୍ ର ସମସ୍ତ ଆସୋସରିଷ ଏବେ ଏମ୍ପିଏଲର ସ୍ପନ୍ସରସିପରେ ଆସିବ । ବିସିସିଆଇ ନଭମ୍ବର ୨୦୨୦ ଠାରୁ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏହି ଡିଲ ସାଇନ କରିଛି ଏମ୍ପିଏଲ ସ୍ପୋର୍ଟସ କିଟ କମ୍ପାନୀ ସହ । ବିସିସିଆଇ ୧୭ ନଭମ୍ବର ୨୦୨୦ ରେ ଏହି ସୁଚନା ଘୋଷଣା କରିଛି । ଏମ୍ପିଏଲ ସ୍ପୋର୍ଟସ ଅନଲାଇନ ଗ୍ୟାମିଙ୍ଗ ଆପ , ମୋବାଇଲ ପ୍ରିମିୟମ ଲିଗର ହିଁ ସ୍ପୋର୍ଟସ୍ ମର୍ଚଣ୍ଡାଇସ ବ୍ରାଣ୍‌ଡ ଅଟେ । ଏହି ଡିଲ ଆରମ୍ଭ ହେବ ଭାରତ ଅଷ୍ଟ୍ରେଲିଆ ସିରିଜ ଠାରୁ । ଭାରତୀୟ ଟିମ ପ୍ରଥମଥର ପାଇଁ ନୁଆ ଜର୍ସି ପିନ୍ଧିବ ଏହି ସିରିଜ ରେ । ଏହା ପୁର୍ବରୁ ବୋର୍ଡ ଆପେକ୍ସର କାଉନ୍ସିଲ ତରଫରୁ ନଭମ୍ବର ୨ ରେ ଏହି ଡିଲକୁ କ୍ଲିଅରେନ୍ସ ମିଳିଥିଲା ।, ନାଇକି ସ୍ପୋର୍ଟସ୍ କମ୍ପାନୀ ଭାରତୀୟ କ୍ରିକେଟ ଟିମକୁ ସ୍ପନ୍ସରସିପ୍ ଦେବ ନାହିଁ, ତେବେ କିଏ ଦେବ ସ୍ପନ୍ସରସିପ୍ ?କିନ୍ତୁ ଏହି ଡିଲରୁ ବିସିସିଆଇ କୁ କେତେ ଧନରାଶି ମିଳିଛି ତାହାର ଏପର୍ଯ୍ୟନ୍ତ କିଛି ସୁଚନା ମିଳିନାହିଁ । ନାଇକି ୨୦୧୬ ରୁ ୨୦୨୦ ଅକ୍ଟୋବର ପର୍ଯ୍ୟନ୍ତ ଭାରତୀୟ ଟିମ୍ କୁ ସ୍ପନ୍ସରସିପ କରି ୩୭୦ କୋଟି ଦେଇଥିଲା । କିନ୍ତୁ ଏବେ ଏମ୍ପିଏଲ ସହ ଏହି ଡିଲ ପରେ ସିନିୟର ମେନ ଆଉ ୱିମେନ ଟିମ ତଥା ଅଣ୍ଡର୧୯ ଟିମ୍ ମାନେ ମଧ୍ୟ ଏମ୍ପିଏଲ ର ହିଁ ଜର୍ସି ପିନ୍ଧିବେ । ଏହି ସ୍ପୋର୍ଟସ୍ କିଟ୍ ସ୍ପନ୍ସରସିପ କୁ ନେଇ ବିସିସିଆଇ ଅଦକ୍ଷ ସୈାରଭ ଗ।।ଙ୍ଗୁଲି କହିଛନ୍ତି ଯେ “ ଆମେ ଏହି କିଟ୍ ସ୍ପନ୍ସରସିପ ଦ୍ୱାରା ଟିମ୍ ଇଣ୍ଡିଆ ରେ ଏକ ନୁଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ ।, ନାଇକି ସ୍ପୋର୍ଟସ୍ କମ୍ପାନୀ ଭାରତୀୟ କ୍ରିକେଟ ଟିମକୁ ସ୍ପନ୍ସରସିପ୍ ଦେବ ନାହିଁ, ତେବେ କିଏ ଦେବ ସ୍ପନ୍ସରସିପ୍ ?ଏହା ଦ୍ୱାରା ଅଫିସିଆଲ ବିସିସିଆଇ ଲାଇସେନ୍ସ ଦ୍ୱାରା ମିଳୁଥିବା ସମସ୍ତ ସ୍ପୋର୍ଟସ୍ ଆସେସୋରିଷ ଭାରତୀୟ ଟିମ୍ କୁ ଉତ୍ସାହିତ କରୁଥିବା କୋଟି କୋଟି ଫ୍ୟାନ୍ସ ମାନଙ୍କ ପାଖରେ ପହଞ୍ଜିବ । ଏହା ସେମାନଙ୍କୁ କମ୍ ଦାମ୍ ତଥା ସହଜରେ ମିଳି ମଧ୍ୟ ଯିବ । ଏମ୍ପିଏଲ ବହୁତ ପୁର୍ବରୁ ହିଁ ସ୍ପୋର୍ଟସ୍ ପ୍ରେମି ମାନଙ୍କୁ ଉନ୍ନତ ଧରଣର ମର୍ଚଣ୍ଡାଇସ୍ ଉପଲବ୍ଧ କରାଇସାରିଛି । ଏଥିରେ ବିଭିନ୍ନ ପ୍ରକାର ସ୍ପୋର୍ଟସ୍ ଟିସର୍ଟ ଠାରୁ ଆରମ୍ଭ କରି କ୍ରିକେଟ ସହ ଯୁଡା ସମସ୍ତ ସ୍ପୋର୍ଟସ୍ ଆସେସୋରିଷ ମଧ୍ୟ ରହିଛି ।ଏବଂ ଏବେ ଏହି କମ୍ପାନୀ କୁ ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ସମସ୍ତ ସ୍ପୋର୍ଟସ୍ ଏସୋସରିଷ ବନାଇବାର ଅଧିକାର ମଧ୍ୟ ମିଳି ସାରିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button