କଣ ରାମ ମନ୍ଦିର ପୁଣି ବାବରୀ ହେବ ?

ଭୂମି ପୂଜନ ସମୟରେ ରାମ ମନ୍ଦିରକୁ ନେଇ ମୁସଲିମ ପର୍ଶନାଲଙ୍କର ଧମକୀ ଭରା ଟୁଇଟ .

ଆଜିର ଦିନ ସମସ୍ତ ହିନ୍ଦୁ ଜାତି ପାଇଁ ଏକ ସ୍ମରଣୀୟ ଦିନ । ଅଯୋଧ୍ୟାରେ ରାମଙ୍କର ମନ୍ଦିର ସ୍ଥାପନା ପାଇଁ ହେଉଥିବା ଭୂମି ପୂଜନ ଏକ ଅପୂର୍ବ ଉତ୍ସବ ଭାବେ ଲୋକମାନେ ମନେରଖିବେ । ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ମହାନ କାର୍ଯ୍ୟ ସଂପର୍ଣ୍ଣ ହେଲା । ଆଉ ଏହି ପୂଜା ସଂପର୍ଣ୍ଣ ହେଲାପରେ ଆରମ୍ଭ ହୋଇଯିବ ଏ୍ୟୌତିହାସିକ ରାମ ମନ୍ଦିର ନିର୍ମାଣ । ଆପଣମାନେ ତ ଜାଣନ୍ତି ଦୀର୍ଘ ଦିନ ଧରି ରାମମନ୍ଦିରର ଅସ୍ତିତ୍ୱର ସତ୍ୟତ୍ୟା ପାଇଁ କେସ୍ ଚାଲୁରହିଥିଲା,ଆଉ ଶେଷରେ ସୁପ୍ରିମ କୋର୍ଟ ଏହି ଭୂମିକୁ ରାମ ଜନ୍ମଭୂମି ଭାବେ ଘୋଷଣା କଲେ ଓ ଆଜିର ଏତେବଡ ଆୟୋଜନରେ ସାମିଲ ହେବାପାଇଁ ସମସ୍ତ ଧର୍ମର ମହାନ ପ୍ରତିଷ୍ଠାତା ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏ ଉତ୍ସବ ସମସ୍ତଙ୍କର ବୋଲି ଏଠାରେ ଜାତି ଧର୍ମର ବିଭିଦତା ଲକ୍ଷ୍ୟ କରାଯାଇନାହିଁ । ହେଲେ ଏହି ପବିତ୍ର ଦିନରେ ବି କିଛି ଏଭଳି ପୋଷ୍ଟ ଦେଖିବାକୁ ମିଳିଛି ଯାହା ବିଲକୁଲ ଗ୍ରହଣୀୟ ନୁହଁ ।

, କଣ ରାମ ମନ୍ଦିର ପୁଣି ବାବରୀ ହେବ ?

ଭଲଭାବରେ ଦେଖନ୍ତୁ ଏହି ଟ୍ୟୁଟର ପୋଷ୍ଟକୁ ,ଏହାକୁ ଅଲ୍ ଇଣ୍ଡିଆ ମୁସଲିମ ପରସୋନାଲ ଲୋ ବୋର୍ଡ ପୋଷ୍ଟ କରିଛି ତାହା ପୁଣି ସୁପ୍ରିୟକୋର୍ଟର ରାୟକୁ ପ୍ରଶ୍ନ କରି ? ଏଥିରେ ସେ ମୁସଲିମ ଧର୍ମର ପ୍ରତିଷ୍ଠାନ ଯୁଗ ଯୁଗ ଅମର କହି ଯୁକ୍ତି ବାଢିଛନ୍ତି । ସବୁଠାରୁ ବଡ ଉଦାହରଣ ହାୟା ସୋଫିଆକୁ ଦେଇ କହିଛନ୍ତି ଯେ ବାବରୀ ମସ୍‌ଜିଦ୍ ରହିଥିଲା,ରହିଛି ଓ ଆଗକୁ ବି ରହିବ । ନିଜ ଅଫିସିଆଲ ଟୁଇଟରୁ ସେ ଲେଖିଛନ୍ତି- ବାବରୀ ମସଜିଦ୍ ଥିଲା ଓ ସବୁଦିନ ପାଇଁ ରହିବ । ଅନ୍ୟାୟଭାବେ,ବହୁମତରେ,ଧର୍ମନାଁରେ ବିଭ୍ରାଟ କରି ଆମ ଭୂମି ଉପରେ ପୁନଃ ମନ୍ଦିର ନିର୍ମାଣ କରିଦେଲେ ସତ ଲୁଚି ଯିବନି । କି କେହି ଭୁଲିଯିବେନି ଯେ ଏହା ବାବରୀ୍ ମସଜିଦ୍ ଥିଲା । ତେଣୁ ମୋର ମୁସଲମାନ ସାଥୀ ମାନେ ଦୁଃଖୀ ହେବାର କୈାଣସି ଆବଶ୍ୟକତା ନାହିଁ । କାରଣ ଗୋଟିଏ ସମୟ ଓ ସ୍ଥିତି ସବୁବେଳେ ରହିବ ନାହିଁ । ଆଉ ଏହି ସବୁର ବିରାଟ ବଡ ଉଦାହରଣ ହେଉଛି ହାୟା ସୋଫିଆ ।

, କଣ ରାମ ମନ୍ଦିର ପୁଣି ବାବରୀ ହେବ ?
ହାୟା ସୋଫିଆର କାହାଣୀ କଣ ସେ ବିଷୟରେ ଆପଣ ମାନେ ଜାଣିରଖନ୍ତୁ, ହାୟା ସୋଫିଆ ଏତିକି ବର୍ଷ ଭିତରେ ନିଜର ଅନେକ ପରିଚୟ ଦେଖିଛି । ହେଲେ ଶୁଣିବାକୁ ମିଳେ ଯେ ଏହାକୁ ଯେଉଁ ସମୟରେ ନିର୍ମାଣ କରାଯାଇଥିଲା ତାହା ଏକ ଚର୍ଚ୍ଚ ଥିଲା । ଦୁନିଆର ସବୁଠୁ ବଡ ଚର୍ଚ୍ଚ ହିସାବରେ ହାୟା ସୋଫିଆ ପରିଚିତ ଥିଲା । କିନ୍ତୁ ୧୪୩୪ରୁ ଏହାକୁ ମୁସଲମାନ ମାନେ ମସଜିଦ ବୋଲି କହି କବଜା କରିନେଇଥିଲେ । ଇସ୍ତାନବୁଲକୁ କବଜା କରିଥିବା ମୁସଲମାନ ସଂପ୍ରଦାୟ ଏହାକୁ ମସିଜିଦ ବୋଲି ଦାବା କରିଆସୁଥିଲେ । କିନ୍ତୁ ସେତେବେଳର ରାଷ୍ଟ୍ରପତି ଏଦରଗନ୍ ଏହି ମହାନ କିତ୍ତୀମୟୀ ମହଲକୁ ମ୍ୟୁଜିୟମର ନାଁ ଦେଇଦେଇଥିଲେ । ଓ ଖାସ୍ ସେଇଥିପାଇଁ ୧୯୩୪ ମସିହାରୁ ହିଁ ଏହି ବିବାଦ ଚାଲିଛି । ବହୁତ ଶତାଦ୍ଦୀ ଧରି ହାୟା ସୋଫିଆ ଏକ ବିରାଟବଡ ମ୍ୟୁଜିୟମ ରୂପରେ ପରିଚିତ ଥିଲା । କିନ୍ତୁ ୨୦୨୦ ଗତ ଜୁଲାଇ ମାସରେ ତୁର୍କୀର ରାଷ୍ଟ୍ରପତି ଏହାକୁ ମ୍ୟୁଜିୟମ୍ ରୁ ମସଜିଦ୍ ରେ ପରିବର୍ତ୍ତନ କରିବାକୁ ଘୋଷଣା କରିଦେଲେ । ସେଥିପାଇଁ ହାୟା ସୋଫିଆ ଭଳି ପରିଣତି ରାମ ମନ୍ଦିରର ହେବ ବୋଲି ଅଲ୍ ଇଣ୍ଡିଆ ମୁସଲିମ ପୋରସୋନାଲ ଲୋ ବୋର୍ଡ ଭବିଷ୍ୟବାଣୀ କରୁଛି । ତେବେ ଏହି ଘଟଣା ବିଷୟରେ ଜାଣିସାରିବା ପରେ ଆପଣମାନେ ହିଁ ନିଜର ମତାମତ କଣ ଦେବେ ତାହା କମେନ୍ଟ ବକ୍ସରେ ଜଣାନ୍ତୁ ।

Post Your View

Leave a Reply

Your email address will not be published. Required fields are marked *

Back to top button