ନମ୍ବର ୱାନ୍ ନବୀନ

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି ..।। ସୂଚନା ଥାଉକି ନ୍ୟୁଜ୍ ଚ୍ୟାନେଲ ଏବିପି ନ୍ୟୁଜ୍ ପକ୍ଷରୁ ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ କିଏ ସର୍ବୋତ୍ତମ ବୋଲି ପ୍ରଶ୍ନ ପଚରା ଯାଇଥିଲା ..।। ଏହି ପ୍ରଶ୍ନର ଅନେକ ଉତ୍ତରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମ ଆସିଥିଲା , ଯାହା ଫଳରେକି ଦେଶର ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ଅଧିକାର କରିଛନ୍ତି ..।।

, ନମ୍ବର ୱାନ୍ ନବୀନ

ତେବେ ଶ୍ରେଷ୍ଠ ୧୦ଜଣ ମୁଖ୍ୟମନ୍ତ୍ରୀଙ୍କ ତାଲିକା ଉପରେ ନଜର ପକାନ୍ତୁ ୧. ଓଡ଼ିଶା- ନବୀନ ପଟ୍ଟନାୟକ , ୨. ଦିଲ୍ଲୀ – ଅରବିନ୍ଦ କେଜ୍ରିୱାଲ , ୩. ଆନ୍ଧ୍ରପ୍ରଦେଶ – ଜଗମୋହନ ରେଡ୍ଡୀ , ୪. କେରଳ – ପି ବିଜୟନ , ୫. ମହାରାଷ୍ଟ୍ର – ଉଦ୍ଧବ ଠାକରେ , ୬. ଛତିଶଗଡ – ଭୁପେଶ ବାଗେଲ , ୭. ପଶ୍ଚିମବଙ୍ଗ – ମମତା ବାନାର୍ଜୀ , ୮. ମଧ୍ୟପ୍ରଦେଶ – ଶିବରାଜ ସିଂ ଚୌହାନ , ୯. ଗୋଆ- ପ୍ରମୋଦ ସାୱନ୍ତ , ୧୦. ଗୁଜୁରାଟ – ବିଜୟ ରୂପାନି ..।।

Post Your View

Leave a Reply

Your email address will not be published. Required fields are marked *

Back to top button