ଲାଇସେନ୍ସ ଚିନ୍ତା ଖାଉଥିବା ଲୋକଙ୍କ ପାଇଁ ବଡ ଖବର

ଡ୍ରାଇଭିଂ ଲାଇସେନ୍ସ ପାଇଁ ବର୍ତ୍ତମାନ ଆପଣଙ୍କୁ RTO ଅଫିସର ଚକ୍କର ଲଗେଇବାକୁ ପଡିବନି । RTO ସହ ଯୋଡା ହୋଇଥିବା ୧୮ଟି ସେବା ବର୍ତ୍ତମାନ(RTO Online Services) ହୋଇଯାଇଛି , ସଡକ ପରିବହନ ଓ ମନ୍ତ୍ରାଳୟ (Ministry of Road Transport and Highways) ସ୍ପଷ୍ଟ ହୋଇଛି ।
, ଲାଇସେନ୍ସ ଚିନ୍ତା ଖାଉଥିବା ଲୋକଙ୍କ ପାଇଁ ବଡ ଖବରସୁବିଧାରେ ମିଳିବ ସେବା –
ସଡକ, ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଆସୁଥିବା ସୂଚନାନୁସାରେ ‘ନାଗରିକଙ୍କୁ ନିଦ୍ୱର୍ନ୍ଦରେ ସୁବିଧା ଓ ସେବା ଦେବା ପାଇଁ, ମନ୍ତ୍ରାଳୟ ନାଗରିକଙ୍କୁ କାର୍ଯ୍ୟାଳୟ ଏଜେନ୍ସି ଦ୍ୱାରା ସମ୍ପର୍କ ରହିତ ସେବାର ଫାଇଦା ଉଠାଇବା ପାଇଁ, ଆଧାରର ଆବଶ୍ୟକାତା ବିଷୟରେ ଜଣାଇବା ପାଇଁ, ମିଡିଆ ଓ ବ୍ୟକ୍ତିତ୍ୱ ନୋଟିସ ଜରିଆରେ ବ୍ୟାପକ ପ୍ରଚାର ପାଇଁ ସବୁ ବ୍ୟବସ୍ଥା ଜାରି ରହିଛି ।, ଲାଇସେନ୍ସ ଚିନ୍ତା ଖାଉଥିବା ଲୋକଙ୍କ ପାଇଁ ବଡ ଖବରଆଧାରରେ ଡ୍ରାଇଭିଂ ଲାଇସେନ୍ସ, ଜଉ କୁ ଲିଂକ କରିବାକୁ ପଡିବ-
ଆପଣ ଜାଣିଥିବା ଦରକାର ଯେ ସରକାର ଗାଡି ରେଜିଷ୍ଟ୍ରେସନ ସାର୍ଟିଫିକେଟ ଓ ଆଧାରକୁ ଲିଂକ କରିବାକୁ କହିଛନ୍ତି । ଏହା ପରେ ଆଧାର ଭେରିଫିକେସନ ଜରିଆରେ ଅନଲାଇନ ସାର୍ଭିସ ମିଳିପାରିବ । ସରକାରଙ୍କ ଏହି ପଦେକ୍ଷପ ଦ୍ୱାରା RTO ରେ ଲାଗୁଥିବା ଲୋକଙ୍କ ଭିଡରୁ ଆଶ୍ୱସ୍ତନା ମିଳିବ ।, ଲାଇସେନ୍ସ ଚିନ୍ତା ଖାଉଥିବା ଲୋକଙ୍କ ପାଇଁ ବଡ ଖବର ଏହି ୧୮ଟି ସେବା ହେଲା ଅନଲାଇନ-
Learning Driving License, Driving License Renual, Duplicate Driving License, Driving License And Rc Related Solution, International Driving Permit, Surrender Of License, ଇତ୍ୟାଦି….., ଲାଇସେନ୍ସ ଚିନ୍ତା ଖାଉଥିବା ଲୋକଙ୍କ ପାଇଁ ବଡ ଖବରଗୁଡାଏ ଡକ୍ୟୁମେଣ୍ଟ ବଦଳରେ କେବଳ ଆଧାର ଯଥେଷ୍ଟ-
ଇର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି ର ରେଜିଷ୍ଟ୍ରେସନକରାଇବା ପାଇଁ ଅନ୍ୟ କୌଣସି ଡକ୍ୟୁମେଣ୍ଟ ଦେବାର ଆବଶ୍ୟକତା ନାହିଁ । ଆପଣଙ୍କୁ କେବଳ parivahan.gov.in ଯାଇ ଆଧାର କାର୍ଡକୁ ଭେରିଫାଇ କରିବାକୁ ପଡିବ ,ଓ ଆପଣ ଏହି ୧୮ଟି ସେବା ର ଫାଇଦା ଉଠାଇପାରିବେ ।

Post Your View

Leave a Reply

Your email address will not be published. Required fields are marked *

Back to top button