ସୁଶାନ୍ତଙ୍କ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ୍’

ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ୍’କୁ ସିନେମା ଘରେ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ପୁଣି ଥରେ ମନା କରି ଦେଇଛନ୍ତି। ଆଡଭୋକେଟ୍ ବିକାଶ ସିଂ ଏହି ନିଦେ୍ର୍ଦଶ ପାଇଁ ଲଢିଥିଲେ ମଧ୍ୟ ଜଜ୍ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କୁ କୌଣସି ରିଲିଫ୍ ଦିଆଯାଇ ନାହିଁ ତେଣୁ ଫିଲ୍ମ ରିଲିଜ୍ ପାଇଁ ପ୍ରସ୍ତୁତ।, ସୁଶାନ୍ତଙ୍କ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ୍’‘ନ୍ୟାୟ ଦ ଜଷ୍ଟିସ୍’କୁ ଦିଲୀପ ଗୁଲାଟି ରଚନା ତଥା ନିର୍ଦ୍ଦେଶନା ଦେଇଥିବା ବେଳେ ସରଲା ଏ ସରାବଗୀ ଏବଂ ରାହୁଲ ଶର୍ମାଙ୍କ ଦ୍ୱାରା ନିର୍ମିତ ହୋଇଛି । ନିର୍ମାତା ରାହୁଲ ଶର୍ମା କହିଛନ୍ତି, “ଆମର ବିଶ୍ୱାସ ଥିଲା ଯେ ବ୍ୟବସ୍ଥା ମାଧ୍ୟମରେ ନ୍ୟାୟ କରାଯିବ ଏବଂ ଆମେ ଏହି ରାୟରେ ବହୁତ ଖୁସି। ଆମେ ସବୁବେଳେ ଉଲ୍ଲେଖ କରିଛୁ ଯେ ଏହି ଫିଲ୍ମ ଟଙ୍କା ରୋଜଗାର କରିବା ପାଇଁ ତିଆରି କରାଯାଉ ନାହିଁ, କିନ୍ତୁ ଆମେ ଚାହୁଁଥିଲୁ ସତ୍ୟ ସାମ୍ନାକୁ ଆସୁ ଏବଂ ନ୍ୟାୟ ପ୍ରଦାନ କରାଯାଉ ।”, ସୁଶାନ୍ତଙ୍କ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ୍’ଏନେଇ ପ୍ରଯୋଜକ ରାହୁଲ ଶର୍ମା କହିଛନ୍ତି, ଆମର ବିଶ୍ୱାସ ଥିଲା ଯେ ବ୍ୟବସ୍ଥା ମାଧ୍ୟମରେ ନ୍ୟାୟ ମିଳିବ ଓ ଆମେ ଏହି ନିଷ୍ପତ୍ତିକୁ ନେଇ ଖୁବ୍‌ ଖୁସି। ଆମେ ଉଲ୍ଲେଖ କରିଥିଲୁ ଯେ ଏହି ଫିଲ୍ମ ଟଙ୍କା ରୋଜଗାର କରିବାକୁ ନୁହେଁ। ଆମେ ସତକୁ ସାମ୍ନାକୁ ଆଣି ନ୍ୟାୟ ପାଇବାକୁ ଫିଲ୍ମ ନିର୍ମାଣ କରିଛୁ।ନ୍ୟାୟ : ଦ ଜଷ୍ଟିସ୍‌ରେ ଜୁବେର ଖାନ୍‌ ଓ ଶ୍ରେୟା ଶୁକ୍ଳା ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ଇଡି ପ୍ରମୁଖ ଭାବେ ଅମନ ବର୍ମା ଅଭିନୟ କରିଥିବା ବେଳେ ଶକ୍ତି କପୁର ଏନ୍‌ସିବି ଅଧିକାରୀ ଭାବେ ଦେଖିବାକୁ ମିଳିବେ।

Post Your View

Leave a Reply

Your email address will not be published. Required fields are marked *

Back to top button