୧୬ ରୁ ରାଜ୍ୟରେ ଘଡଘଡି ବର୍ଷା ଆଶଙ୍କା

ଓଡ଼ିଶାର ଅଧିକାଂଶ ଯାଗାରେ ଏବେ ଗରମ ଅନୁଭୂତ ହେଉଥିବା ବେଳେ ସର୍ବାଧିକ ମାଲକାନାଗିରିରେ ରେକର୍ଡ କରାଯାଇଛି । ସର୍ବନିମ୍ନ ତାପମାତ୍ରା ଝାରସୁଗୁଡାରେ 9ଡିଗ୍ରୀ ରେକର୍ଡ ହୋଇଛି । ଓଡିଶାରେ ଏବେ ପାଞ୍ଚ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । 16ରୁ ପ୍ରବଳ ବର୍ଷା ହେବା ସହ ବିଜୁଳି ଘଡଘଡି ହେବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । 16ରୁ ରାଜ୍ୟର କିଛି ଜାଗାରେ ଘଡଘଡି ବର୍ଷାର ସମ୍ଭାବନା ରହିଛି । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଆଦି ଜିଲ୍ଲାରେ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡିଶା ଓ ଉପକୂଳ ଓଡିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିପାରେ ।

Post Your View

Leave a Reply

Your email address will not be published. Required fields are marked *

Back to top button