ଟ୍ରାଫିକ୍ ରେ ବୁଲୁଛନ୍ତି ଯମରାଜ

ନିୟମ ଉଲଘଂନ କଲେ ମିଳିବ ଯମଦଣ୍ଡ

ଯମରାଜାଙ୍କ କଥା ତ ସମସ୍ତେ ଶାସ୍ତ୍ର ପୁରାଣ ରେ ଶୁଣିଛନ୍ତି । ବହୁତ ଲୋକ ମଧ୍ୟ କୁହନ୍ତି ଯେ ମୃତ୍ୟୁ ପରେ ନର୍କରେ ଯମଙ୍କର ଦର୍ଶନ ମିଳେ ,ଏବଂ ସେ ବହୁତ କୋଠରରୁ କଠୋର ଦଣ୍ଡ ଦିଅନ୍ତି । କିନ୍ତୁ ଏବେ ଏକ ଅଦ୍ଦଭୂତ କଥା ଦେଖିବାକୁ ମିଳିଛି ବେଙ୍ଗଲୋର୍ ରେ ଯମରାଜ ସ୍ୱୟଂ ଆସି ଜୀବିତ ବ୍ୟକ୍ତିଙ୍କୁ ଦଣ୍ଡ ଦେଉଛନ୍ତି । କଣ ଆଶ୍ଚର୍ଯ୍ୟ ହୋଇଗଲେନା ?
ଲୋକମାନେ ଏତେ ମାତ୍ରାରେ ଟ୍ରାଫିକ୍ ନିୟମକୁ ଉଲଘଂନ କଲେ ଯେ ନିଜେ ଯମରାଜ୍ଙ୍କୁ ପୃଥିବୀ ପୃଷ୍ଠକୁ ଆସିବାକୁ ପଡିଲା । କେମିତି ଦେଉଛନ୍ତି ଯମରାଜ ଦଣ୍ଡ ସେ ବିଷୟରେ ସଂପୂର୍ଣ ଜାଣିବା ପାଇଁ ଏହି ଭିଡିଓଟିକୁ ଦେଖନ୍ତୁ ।

Post Your View

Leave a Reply

Your email address will not be published. Required fields are marked *

Back to top button