ଶିଖର ଧୱନଙ୍କ ସାର୍ଟଖୋଲା ଡ୍ୟାନ୍ସ୍

ଶିଖର ଧୱନ ଅନେକ ସମୟରେ ନିଜର ନିଆରା ଏବଂ ମଜାଳିଆ ଅନ୍ଦାଜ୍ ପାଇଁ ଚର୍ଚାରେ ରହିଥାନ୍ତି ..।। କ୍ରିକେଟର ପଡିଆରେ ନିଜର ଦମଦାର୍ ପାରି ଖେଳିବା ସହ ସୋସିଆଲ୍ ମେଡିଆରେ ସେ ବେସ୍ ଆକ୍ଟିଭ୍ ଥାଆନ୍ତି ..।।

, ଶିଖର ଧୱନଙ୍କ ସାର୍ଟଖୋଲା ଡ୍ୟାନ୍ସ୍

ଏବେ ସୋସିଆଲ୍ ମେଡିଆରେ ଶିଖର ଧୱନଙ୍କର ଏକ ଡ୍ୟାନ୍ସ୍ ଭିଡିଓ ବେସ୍ ଭାଇରାଲ୍ ହେଉଥିବାର ଦେଖାଯାଉଛି ..।। ଭିଡିଓଟିରେ ଦେଖାଯାଉଛିକି ପୃଥୀ ଶାଙ୍କ ସହ ଶିଖର ସାତ୍‌ସମୁଁନ୍ଦର୍ ଗୀତର ତାଳେ ତାଳେ ସାର୍ଟ ଖୋଲି ଡ୍ୟାନ୍ସ୍ କରୁଛନ୍ତି ..।। ଏହି ଡ୍ୟାନ୍ସ୍ ଭିଡିଓଟିକୁ ଶିଖର ଧୱନ ତାଙ୍କ ଇଂଷ୍ଟାଗ୍ରାମ୍‌ରେ ସେୟାର କରିବାପରେ ଫ୍ୟାନ୍ସ୍‌ମାନେ ଭିଡିଓଟିକୁ ବେସ୍ ପସନ୍ଦ କରିଥିବାର ମଧ୍ୟ ଦେଖାଯାଇଛି ..।।

ସୂଚନା ଥାଉକି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ କ୍ୱାରେଟାଂଇନ୍‌ରେ ଥିବା ସମୟରେ ଶିଖର ଧୱନ ଏବଂ ପୃଥୀ ଶାଙ୍କ ଏପରି ମଜାମସ୍ତି ଦେଖିବାକୁ ମିଳିଛି ..।।

Post Your View

Leave a Reply

Your email address will not be published. Required fields are marked *

Back to top button