ଜାଣିଶୁଣି ସୋନାକ୍ସି କହିଥିଲେ ଏହି କଥା

ଯାହାର ଘରର ନାଁ ରାମାୟଣ,ତାଙ୍କୁ ରାମାୟଣ ର ଅର୍ଥ ଜଣାନାହିଁ

ପିଲାଦିନୁ ନିଜ ଜେଜେମା ଙ୍କ ଠାରୁ ,ସ୍କୁଲରେ ସାରଙ୍କ ଠାରୁ ଏମିତି ଅନେକ ଗୁରୁଜନଙ୍କ ମୁହଁରୁ ରାମାୟଣ କଥା ଶୁଣିଥିବେ । କିନ୍ତୁ କେ.ବି.ସି ରେ ରାମାୟଣ ବିଷୟରେ ସୋନାକ୍ସିଙ୍କ ମୁହଁରୁ ଶୁଣିବା ପରେ ଲୋକଙ୍କ ମନରୁ ଏକ ରକମର ବିଶ୍ୱାସ ଉଠିଯାଇଛି ଯେ ଆମ ବଲିୟୁଡ ଷ୍ଟାର ଙ୍କ ସାଧାରଣ ଞାନ ଟିକେ ନୁହେଁ ବହୁତ ମାତ୍ରାରେ କମ୍ । କିନ୍ତୁ ନେସନାଲ ଟିଭି ଚ୍ୟାନେଲ ରେ ଏଭଳି ଉତର ଦେବା ପରେ ସମସ୍ତେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । କିନ୍ତୁ ଏହି ଉତର ଦେବା ପଛରେ କିଛି ଗୋଟେ କଥା ରହିବା ଭଳି ଅନୁଭୂତ ହେଉଛି । ନିଜେ ଚର୍ଚ୍ଚାରେ ଆସିବେ ବୋଲି ଏସବୁ କରିନାହାନ୍ତି ତ ସୋନାକ୍ସି । ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ ଏହି ଭିଡିଓ ରେ ।

Post Your View

Leave a Reply

Your email address will not be published. Required fields are marked *

Back to top button