୨୫ ହଜାର ଡେଇଁଲା ସୁସ୍ଥଙ୍କ ସଂଖ୍ୟା…

ଆଜି ୧୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି...

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍ କରି କୁହାଯାଇଛିକି ଆଜି ରାଜ୍ୟରେ ୨୫ଟି ଜିଲ୍ଲାରୁ ୧୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ..।। ଆଜିକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୨୫ ହଜାର ୭୩୭ ରେ ପହଁଚିଛି ..।। ସୂଚନା ଥାଉକି ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ..।। ଆଜି ରାଜ୍ୟରେ ୨୪ଘଂଟା ଭିତରେ ୧୩୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ..।। ସଙ୍ଗରୋଧ କେନ୍ଦ୍ରରୁ ୮୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୫୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ..।।

, ୨୫ ହଜାର ଡେଇଁଲା ସୁସ୍ଥଙ୍କ ସଂଖ୍ୟା…

Post Your View

Leave a Reply

Your email address will not be published. Required fields are marked *

Back to top button