ନନ୍ଦନକାନନ ରେ କିଏ କରୁଛି ଆଟାକ୍

ଆଟାକ ଯୋଗୁଁ ମରିଗଲେଣି ହାତୀ

ନନ୍ଦନକାନନ ଜୀବଙ୍କ ଉପରେ ବର୍ତମାନ ଆକ୍ରମଣ ହେବାକୁ ଲାଗିଛି । କିଛିଦିନ ତଳେ ୪ଟି ହାତୀ ଏହି ଆଟାକ୍ ରେ ମୃତ୍ୟୁବରଣ କରିଥିଲେ । ସେହି ଆଟାକ୍ କିଏ କରୁଛି ତାହା କେହି ବି ଜାଣିନଥିଲେ । କିନ୍ତୁ ବର୍ତମାନ ପୁଣିଥରେ ଏହି ଆଟାକ୍ ଗୋଟିଏ ଧଳାବାଘ ଉପରେ ହେଇଛି । ତେବେ କିଏ କରୁଛି ଏସବୁ । କଣ ତାର ଉଦେ୍ଧଶ୍ୟ । ସେ ବିଷୟରେ ସଂପୂର୍ଣ ଜାଣିବା ପାଇଁ ଏହି ଭିଡିଓକୁ ଦେଖନ୍ତୁ ।

Post Your View

Leave a Reply

Your email address will not be published. Required fields are marked *

Back to top button