ଭଗବାନଙ୍କ ଠିକଣା ଦେଉଛି ଭୂତ

ଭୂତ କଣ ଦେଇପାରେ ଭଗବାନଙ୍କ ଠିକଣା

ଭଗବାନଙ୍କୁ କିଏ ଦେଖିଛି । ଯଦି ଏହି ପ୍ରଶ୍ନ କାହାକୁ ପଚରା ଯାଏ ତେବେ ସମସ୍ତେ କହିବେ କି ଭଗବାନ ମନ୍ଦିରରେ ଅଛନ୍ତି । କିନ୍ତୁ ଥରେ ଭାବିଲେ ଆମେ ଯେଉଁ ଭଗବାନଙ୍କୁ ଏତେ ପୂଜା କରି ତପସ୍ୟା କରି ଖୋଜୁଛୁ ତାଙ୍କର ଠିକଣା ଯଦି ଆପଣଙ୍କୁ ମିଳିଯାଏ । ହଁ ସେ ଠିକଣା ପୁଣି ଜଣେ ଭୂତ ଦିଏ ତେବେ କଣ ଆପଣ ବିଶ୍ୱାସ କରିବେ । ତେବେ କଣ ସେ ଘଟଣା ଜାଣିବା ପାଇଁ ଏହି ଏପିସୋଡ କୁ ସଂପୂର୍ଣ ରୂପେ ଦେଖନ୍ତୁ ।

Post Your View

Leave a Reply

Your email address will not be published. Required fields are marked *

Back to top button